କାଳୀପୂଜା ନିମନ୍ତେ ଶାନ୍ତି କମିଟି ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ

ତିଗିରିଆ -:ତିଗିରିଆ ବ୍ଲକର ନିଜିଗଡ଼ ପଞ୍ଚାୟତର ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨ ତାରିଖରେ ଭଷାଣି ଯାତ୍ରା ସହ ଶେଷ ହେବବୋଲି ଜଣାପଡିଛି। ବହୁ ପୁରାତନ ଏହି ପ୍ରସିଦ୍ଧ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ…

ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ, ୬ଜଣ ଦଲାଲ ଅଟକ : ପରିଚୟପତ୍ର ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପୁଲିସର ଚିଠି

ପୁରୀ -: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ…

ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଜେଲରେ ଭର୍ତ୍ତି କରିବାର ଥାନା ବାବୁଙ୍କ ଫତୱା !

କଟକ – : ଖୁଣ୍ଟଣୀ ଥାନା ଅଧିକାରୀଙ୍କ ଦାଦାଗିରି ବିରୋଧରେ ଏସ୍‌.ପି ଅଫିସ ଆଗରେ ଗର୍ଜିଲେ ଆଠଗଡର ସାଧାରଣ ଜନତା । ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଜଣେ ଲାଞ୍ଚଖୋର ଦୁର୍ନିତିଗ୍ରସ୍ତ ଅଫିସର ବୋଲି ଅଭିଯୋଗ ଆଣିଛନ୍ତି ଖୁଣ୍ଟଣୀ ଅଞ୍ଚଳର…

ପାଣିରେ ପଡିଲା ଲକ୍ଷାଧିକ ଟଙ୍କା, ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଦଲାଲ କଲେ କାମ

ମାଲକାନଗିରି -: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ।କରୋନା ମହାମାରୀ ଯୋଗୁଁ ବହୁ ଲୋକ ପ୍ରଭାବିତ ହେବା ସହ ବିଶେଷ…

ରାଜନୈତିକ ବିବାଦ ପାଇଁ ବିକାଶ ଠପ୍ , ବିଲ ମଝିରେ ଶବଦାହ ଯିବା ପାଇଁ ନାହିଁ ରାସ୍ତା

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ରାଇସୁଙ୍ଗୁଡା ପଂଚାୟତର ଏହି ରାସ୍ତା, ଯେଉଁଠି ରାସ୍ତାପାଇଁ ଯାଇଥିଲା ଜଣକ ଜୀବନ । ସେହି ରାସ୍ତାକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ ଶେଷରେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ବିକାଶ ଏଠି ସାତସପନ । କେବଳ…

ପୋଷ୍ଟ ଅଫିସରେ ଗ୍ରାହକଙ୍କ ଜମା ଅର୍ଥ ଲୁଟ୍‌ …

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) –: ଗ୍ରାହକଙ୍କ ଅର୍ଥ ଲୁଟି ଖାଇଛନ୍ତି ପୋଷ୍ଟ ଅଫିସ କର୍ମଚାରୀ, ଏପରି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା କିଶୋରନଗର ଥାନା ଅଧୀନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାହାଟ ପୋଷ୍ଟ ଅଫିସ ନାମରେ, ଅଭିଯୋଗ କରିଛନ୍ତି ବହୁ…

ବନ୍ଦ ଜାତୀୟ ରାଜପଥ ୫୩ : ଆଇନଜୀବୀଙ୍କୁ ଆକ୍ରମଣର ପ୍ରତିବାଦ, କୁମ୍ଭକର୍ଣ୍ଣ ସାଜିଛି ପୋଲିସ

କାମାକ୍ଷାନଗର -: ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…

ଆଖିପିଛୁଳାକେ ବଡଭଉଣୀ ଆଗରୁ ସାନ ଭଉଣୀଙ୍କୁ ଭିଡିନେଲା କୁମ୍ଭୀର

କେନ୍ଦ୍ରାପଡ଼ା/ରାଜନଗର -: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ…

ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩

କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର…

ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର

ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…

error: Content is protected !!