ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି…
Category: ଜିଲ୍ଲା ଖବର
ଦେଢଶୁର ଦେଉଛି ଭାଇ ବୋହୂକୁ ଧମକ, ମୋର ସ୍ତ୍ରୀ ହେବୁ ନାଁ ମରିବୁ …ଦେଖନ୍ତୁ ଭିଡିଓ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ପୌର ପରିଷଦ 13ନମ୍ବର ୱାର୍ଡ ଦେଭୋଗ ଗ୍ରାମରେ ଘଟିଛି ଅଜବ ଘଟଣା l ଦେଭୋଗ ଗ୍ରାମର ବନିଆ କାଣ୍ଡି ଆଜକୁ ଚାରିବର୍ଷ ତଳେ ନିଜ ସ୍ତ୍ରୀ ସତୀ କାଣ୍ଡି କୁ ହରାଇଛି l…
ଲାଇନ ମ୍ୟାନଙ୍କ ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକେ, ଅଫିସ ଆଗରେ ଶବରଖି କଲେ ବିକ୍ଷୋଭ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଏଭଳି ଏକ ସମ୍ବେଦନଶୀଳ ଓ ଦୁଖଭରା ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ୍ ବହୁଗ୍ରାମ ବିଦ୍ୟୁତ ବିଭାଗରେ ।ଏଠାରେ କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନ ଙ୍କର ମୃତ୍ୟୁ ହୋଇଛି ।ମୃତ୍ୟୁ…
ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ
ଯାଜପୁର -: ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ…
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ର ସର୍ବପ୍ରାଚୀନ୍ନ, ଐତିହ୍ୟ,କଳା ଓ ସଂସ୍କୃତି ସମ୍ପର୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚଳିତ ରଥଯାତ୍ରା ନିମନ୍ତେ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜ଼ିଲ୍ଲାପାଳ…
ସୁନ୍ଦରଗଡ ହେଲା ମନ୍ତ୍ରୀ ଶୂନ୍ୟ …
ରାଉରକେଲା -: ଏ ଖବର ଲେଖା ହେବାବେଳକୁ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ହେଁ ରାଜ୍ୟ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବାବଦରେ ନିର୍ଭରଯୋଗ୍ୟ ସୂଚନା ମିଳି ଯାଇଛି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ଏଥର ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା…
ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୧ ନାବାଳିକା ସମେତ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରି -: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଜଣ ନାବାଳିକାଙ୍କ ସହ ମୋଟ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି।…
ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !
ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…
ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର
https://t.me/bnslive ( join our telegram now) କଟକ/ଭୁବନେଶ୍ୱର -: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
