ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି l ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜ଼ିଲ୍ଲା ରେ ଶାରୀରିକ…
Category: ଜିଲ୍ଲା ଖବର
କୋକସରାରେ ଭାରତ ବନ୍ଦ ସଫଳ
କୋକସରା -: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବୁଧବାର ୧୦ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଦସ୍ୟ କ୍ଷିରସିନ୍ଧୁ ବୋଡକିଆଙ୍କ ନେତୃତ୍ୱରେ…
ବେଆଇନ ଗୃହର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବେଆଇନ ଗୃହ ନିର୍ମାଣକୁ ନେଇ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ। ଉଚ୍ଛେଦ ସମୟରେ ପ୍ରଶାସନ ଏବଂ ଜନସାଧାରଣ ମୁହାଁ ମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ, କ’ଣ କହିଲେ ଆସନ୍ତୁ ଜାଣିବା
ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା…
ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି କରୁଥିଲେ ଏମିତି କାମ …
ଭୁବନେଶ୍ୱର -: ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ…
ପ୍ରଫୁଲ୍ଲ ପାଠାଗାର ପରିସରରେ ନାଟ୍ୟକାର ସୁଧାକର ଦିବେଦୀ ଙ୍କ ର 72ତମ ଜୟନ୍ତୀ ସମାରୋହରେ ପାଳିତ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କର 72ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ନାଟ୍ୟକାର ସୁଧାକର ଦ୍ବିବେଦୀ ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ…
ଅଶାନ୍ତ ମୟୂରଭଞ୍ଜ : କଥା କଥାରେ ଫୁଟୁଛି ଗୁଳି, ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷରୁ ଉର୍ଦ୍ଧ୍ବ
ମୟୂରଭଞ୍ଜ/ରାଇରଙ୍ଗପୁର -: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପଡୋଶୀ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲା ଜାମବନି ଥାନା ଅନ୍ତର୍ଗତ ଚିଚଳା ଗ୍ରାମର ସେକ ସମରୁ ଅଲ୍ଲୀଙ୍କ ପୁଅ ଜାମସୁ…
ଅଶାନ୍ତ ପୁରୀ ଜଣେ ମୃତ, ଫୁଟୁଛି ବନ୍ଧୁକ ବୁଲୁଛି ଛୁରା
ପୁରୀ-: ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ…
