ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଯାଉଥିବା ଗାଇସିଲେଟ ବ୍ଳକ,ରାଜବୋଡାସମ୍ବର ବ୍ଳକ, ବିଜେପୁର ବ୍ଳକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଳକର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ ଦିବସ ଅନୁସାରେ…
Category: ଜିଲ୍ଲା ଖବର
ପୁରୀରେ ବ୍ରାଉନ ସୁଗାର ବେପାରରେ ନାବାଳକ, ୧୧ଲକ୍ଷଟଙ୍କାର ନିଶା ସାମଗ୍ରୀ ଜବତ ସହ ୨ ଗିରଫ
ପୁରୀ -: ପୁରୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସୂଚନା ଅନୁସାରେ ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ୨ଜଣଙ୍କୁ…
ପୋଲିସ କବଜାରେ ‘420’ ୫ କଳଙ୍କିତ ସାମ୍ବାଦିକ
କୋରାପୁଟ -: ସାମ୍ବାଦିକତା ନାମରେ କଳଙ୍କ । ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ । ଅଭିଯୁକ୍ତମାନେ ହେଲେ ରାୟଗଡ ସହରର…
ଯୌତୁକ ନିଆଁରେ ଗର୍ଭବତୀ ମହିଳା , ଫେରାର ଶାଶୁଘର ଲୋକେ
ବଲାଙ୍ଗିର -: ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ୨୧ ବର୍ଷୀୟ ପୁଷ୍ପାଞ୍ଜଳି ପ୍ରଧାନ । ଆଜି ତାଙ୍କର ସାଦ ଖିଆ ଥିଲା । ତାଙ୍କର ଅଚାନକ ମୃତ୍ୟୁ ଘଟିବା…
ବାଲେଶ୍ୱରରେ ହାତୀ ଉପଦ୍ରବ, ଉତ୍ତେଜନା ବୃଦ୍ଧି
ବାଲେଶ୍ୱର -: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ଜନବସତି ମୁହାଁ ହେଉଛନ୍ତି ହାତୀପଲ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।…
