ବରଗଡ଼-:ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କୁଚିପାଲି ଗ୍ରାମର ଅସହାୟ ୬୫ବର୍ଷିୟା ଗୁଲାବତୀ ଭୋଇଙ୍କୁ ସୋହେଲା ପଞ୍ଚାୟତସମିତି ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ ସହାୟତାର ହାତ ବଢ଼ାଇ ଲୋକଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି । ଶ୍ରୀମତୀ ପ୍ରଧାନ ଗୁଲାବତୀଙ୍କ ଘରକୁ…
Category: ଜିଲ୍ଲା ଖବର
ପୁରୀରେ ବ୍ରାଉନ ସୁଗାର ବେପାରରେ ନାବାଳକ, ୧୧ଲକ୍ଷଟଙ୍କାର ନିଶା ସାମଗ୍ରୀ ଜବତ ସହ ୨ ଗିରଫ
ପୁରୀ -: ପୁରୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସୂଚନା ଅନୁସାରେ ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ୨ଜଣଙ୍କୁ…
ପୋଲିସ କବଜାରେ ‘420’ ୫ କଳଙ୍କିତ ସାମ୍ବାଦିକ
କୋରାପୁଟ -: ସାମ୍ବାଦିକତା ନାମରେ କଳଙ୍କ । ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ । ଅଭିଯୁକ୍ତମାନେ ହେଲେ ରାୟଗଡ ସହରର…
ଯୌତୁକ ନିଆଁରେ ଗର୍ଭବତୀ ମହିଳା , ଫେରାର ଶାଶୁଘର ଲୋକେ
ବଲାଙ୍ଗିର -: ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ୨୧ ବର୍ଷୀୟ ପୁଷ୍ପାଞ୍ଜଳି ପ୍ରଧାନ । ଆଜି ତାଙ୍କର ସାଦ ଖିଆ ଥିଲା । ତାଙ୍କର ଅଚାନକ ମୃତ୍ୟୁ ଘଟିବା…
