ଇଡି, ସିବିଆଇ ଅଧିକାରୀଙ୍କୁ ଧମକ ଦେଲେ ମମତା ବାନାର୍ଜୀ …

କୋଲକାତା -: ଗତ କିଛି ଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ…

ଦୁଷ୍କର୍ମ ଅଭିଯୁକ୍ତ ସାଧୁ ଲିଙ୍ଗାୟତଙ୍କୁ ଅଟକ ରଖିଲା ପୁଲିସ …

ବେଙ୍ଗାଲୁରୁ -: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ…

ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

ମମତା ବାନାର୍ଜୀ ଚଲାଇଛନ୍ତି ତାଲିବାନୀ ଶାସନ …!

କୋଲ୍‌କାତା -: ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ରାସ୍ତାଘାଟରେ ଭୀଷଣ ପ୍ରତିବାଦ ପ୍ରଦର୍ଶନ କରୁଥିବା ଛାତ୍ର ଓ ଯୁବ ସଂଗଠନ ପ୍ରତି ଉଦ୍ଦେଶ୍ୟ କରି ‘ବିଜେପି’ ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା…

ୟୁକ୍ରେନୀୟ ମହିଳାଙ୍କ ସହ ଦୁଷ୍କର୍ମ ଭିଡିଓ, ଟୁଇଟ୍‌ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ

ରୋମ୍‌ -: ଇଟାଲିର କୌଣସି ଗୋଟାଏ ନଗରୀରେ ଜଣେ ପ୍ରବାସବାସୀ ଜଣେ ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓକୁ ମଙ୍ଗଳବାର ଦିନ ‘ଟୁଇଟର୍‌’ ହଟାଇ ଦେଇଛି। ଉକ୍ତ ଭିଡିଓକୁ ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ଥିବା…

ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ

ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…

ବିମାନ ଭିତରେ ଧୂମପାନ ପଡ଼ିଲା ମହଙ୍ଗା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ -: ଖ୍ୟାତନାମା ବଡିବିଲଡର ବବି କାଟାରିଆଙ୍କୁ ବିମାନ ଭିତରେ ଧୂମପାନ କରିବା ଘଟଣା ମହଙ୍ଗା ପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର…

ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଏଭଳି ଭାବରେ ଦେଲେ ବେତାବନୀ

ନୂଆଦିଲ୍ଲୀ/ଭୁବନେଶ୍ୱର -: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା…

ରହସ୍ୟମୟ ଝରଣା, ଝରଣାର ପାଣି ଏଠି ରଙ୍ଗ ବଦଳାଏ

ଦୁନିଆରେ ଭରି ରହିଛି ରହସ୍ୟ। ହୁଏତ କିଛି ମଣିଷ ସମ୍ନାକୁ ଆସୁଛି ତ ପୁଣି କିଛି ଜାଣି ହେଉନି। ଆମ ଦେଶ ଭାରତରେ ହେଉ କିମ୍ୱା ଅନ୍ୟ ଦେଶରେ ଅନେକ ପ୍ରକାର ହ୍ରଦ, ମହାସାଗର ଓ ଝରଣା ରହିଛି। ତେବେ ଆମେ…

ମୁଖ୍ୟମନ୍ତ୍ରୀ ସବୁଠାରୁ କମ ପାଠୁଆ, କେଉଁ ମନ୍ତ୍ରୀ କେତେ ପାଠୁଆ ଆସନ୍ତୁ ଜାଣିବା

ମୁମ୍ବାଇ -: ୪୦ ଦିନ ପରେ ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶେଷରେ ମଙ୍ଗଳବାର ଦିନ ଶପଥ ନେଇଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ସିନ୍ଦେଙ୍କ ଶିବସେନାରୁ ୯ ଜଣ ଏବଂ ବିଜେପିରୁ ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…

error: Content is protected !!