ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ, ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ : ଉଗ୍ର ହେଲା ଶ୍ରୀଲଙ୍କା ସଙ୍କଟ । ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି।…

ବିବାହର ୧୦ବର୍ଷ ପରେ ବି ଏହି ସୁପରଷ୍ଟାର ଦମ୍ପତ୍ତିଙ୍କ କୋଳ ଖାଲି, ହୋଇପାରିନାହାନ୍ତି ବାପା ମା’

ହାଇଦ୍ରାବାଦ୍‌ -: କେବଳ ଦକ୍ଷିଣ ଭାରତ ନୁହେଁ, ସାରା ଦେଶର କୋଣଅନୁକୋଣରେ ମିଳିବେ ସୁପର୍‌‌ଷ୍ଟାର୍‌ ରାମ ଚରଣଙ୍କ ପ୍ରଶଂସକ। ଚଳଚ୍ଚିତ୍ର  ପାଇଁ ଯେତିକି ଚର୍ଚ୍ଚିତ ସେ, ନିଜର ବ୍ୟକ୍ତିଗତ ଜୀବନରେ ବି ସେତିକି ଚର୍ଚ୍ଚିତ। ଆପଣ ଜାଣନ୍ତି କି, ବିବାହର ୧୦…

ଗୁଳିମାଡରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ, ସାରା ବିଶ୍ୱ ସ୍ତବ୍ଧ

ଟୋକିଓ -: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକାଳେ ନିର୍ବାଚନ ପ୍ରଚାର ପାଇଁ ନାରା ସହରକୁ ଯାଇଥିବା ଆବେ ଏକ ଜନସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କୁ ପଛରୁ ଗୁଳିମାଡ଼ କରିଥିଲା।…

ଇଡି ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲା ମୋବାଇଲ କମ୍ପାନି ଭିଭୋ

ନୂଆଦିଲ୍ଲୀ -: ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଚୀନ ମୋବାଇଲ କମ୍ପାନି ଭିଭୋ । ଇଡି ପକ୍ଷରୁ ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ । ଭିଭୋ ପକ୍ଷରୁ…

ହନୁମାନ ଚାଳିଶା ପଢିବାରୁ ଜୋରିମାନା ଲଗାଇଲା ଏହି ଘରୋଇ ବିଶ୍ୱବିଦ୍ୟାଳୟ …

ଇନ୍ଦୋର -: ମଧ୍ୟପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟ (ଭିଆଇଟି ଭୋପାଳ)ରେ ହନୁମାନ ଚାଳିଶା ପଢ଼ିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ…

ଗୁଳି ଚୋଟରେ ଆହତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ

ହତ୍ୟା ଉଦ୍ୟମ ବୋଲି ମନେହେଉଥିବା ଆକ୍ରମଣରେ ଆହତ ହେବା ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସଙ୍କଟଜନକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ‘କାର୍ଡିଓପଲ୍‌ମୋନାରି ଆରେଷ୍ଟ୍‌’ ଅବସ୍ଥାରେ ଅଛନ୍ତି (ଅର୍ଥାତ୍‌ ତାଙ୍କର ହୃତ୍‌ପିଣ୍ଡ ଠିକ୍‌ରୂପେ କାମ କରୁନାହିଁ) ବୋଲି ଟୋକିଓର…

ନଦୀକୁ ଖସିଲା କାର୍, ୯ ମୃତ ଜଣେ ନିଖୋଜ

ନଦୀକୁ ଖସିଲା କାର୍ । ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି ।…

ଦେଶ ଜଳୁଛି, ଭାଇଚାରା ପାଇଁ କାହିଁକି ଅପିଲ କରୁନାହାଁନ୍ତି : ଅଶୋକ ଗେହଲଟ୍

ନୂୂଆଦିଲ୍ଲୀ -: ଦେଶ ଜଳୁଛି, ଉତ୍ତେଜନା ବଢ଼ୁଛି, ଲୋକଙ୍କ କ୍ରୋଧ ସହ ହିଂସା ବି ବଢ଼ୁଛି, ଏଭଳି ସମୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାତ ଯୋଡ଼ି ନିିବେଦନ କରୁଛି ଯେ, ‌ସେ ଦେଶବାସୀଙ୍କୁୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା…

୨ ବୁଲେଟିନ୍‌ ପ୍ରଡ୍ୟୁସର୍‌ଙ୍କୁ ବହିଷ୍କାର କଲା ‘ଜି ନିଉଜ୍‌’, ଉଦେ୍ଦଶ୍ୟମୂଳକ ଭାବରେ ନ୍ୟୁଜ ପ୍ରସାରଣ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ -: ଜୁଲାଇ ୧ ତାରିଖରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କର ଏକ ‘ଡକ୍ଟର୍‌ଡ୍‌ ଭିଡିଓ କ୍ଲିପ୍‌’ ପ୍ରସାରଣ କରିବା ଦୋଷରେ ‘ଜି ନିଉଜ୍‌’ ତା’ର ବୁଲେଟିନ୍‌ ପ୍ରଡ୍ୟୁସର୍‌ ଏବଂ ଟ୍ରେନି ବୁଲେଟିନ୍‌ ପ୍ରଡ୍ୟୁସର୍‌ଙ୍କୁ ଚାକିରିରୁ ବହିଷ୍କାର କରିଛି। ସେ ଦୁଇଜଣ…

ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ‘ଶିବ’ ସିଗାରେଟ୍‌ ଜଳାଉଥିବା ବ୍ୟାନର୍‌ ଲଗାଇଲେ …

ଚେନ୍ନାଇ -: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍‌ରେ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବା ଦୃଶ୍ୟ ଲାଗି ଚାରିଆଡ଼େ ବିବାଦ ଚାଲିଥିବା ବ‌େଳେ ବୁଧବାର ଦିନ ଚେନ୍ନାଇ ଅନ୍ତର୍ଗତ କନ୍ୟାକୁମାରୀରେ ଲାଗିଥିବା ଗୋଟାଏ ବ୍ୟାନର୍‌ରେ ଭଗବାନ ଶିବ ସିଗାରେଟ୍‌ ଲଗାଉଥିବା ଦୃଶ୍ୟ ରହିଛି।…

error: Content is protected !!