ଟଙ୍କା ପାଇଁ ସ୍ତ୍ରୀକୁ ସଂପର୍କିୟଙ୍କ ଦ୍ୱାରା ଗଣବଳାତ୍କାର କଲା ସ୍ୱାମୀ, ନିଜେ ଭିଡିଓ ସୁଟ୍ କରି କଣ କଲା ଦେଖନ୍ତୁ

ଜୟପୁର -: ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ଯୌତୁକ ବାବଦ ଅର୍ଥ ଆଦାୟ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ପତ୍ନୀଙ୍କୁ ଗଣ ଦୁଷ୍କର୍ମ କରାଇ ପୂରା ଘଟଣାର ଭିଡିଓ ରେକର୍ଡିଂ କରାଇଛି। ରେକର୍ଡିଂ କରାଇଥିବା ଏହି ଭିଡିଓକୁ…

ଅଳ୍ପକେ ରକ୍ଷାପାଇଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ କଣ ହେଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗଙ୍କୁ ଧରିବା ଉଦ୍ଦେଶ୍ୟରେ ରୁଷୀୟ ସୈନିକମାନେ ଆସିଥିଲେ ଏବଂ ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣ ପ୍ରାରମ୍ଭିକ ସମୟରେ ସେମାନେ ତାଙ୍କୁ ଧରି ପକାଇ ଥାଆନ୍ତେ ବୋଲି ଜେଲେନ୍‌ସ୍କିଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି…

ପୁଣି ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୩,୬୮୮ କୋଭିଡ୍‌-୧୯ ଆକ୍ରାନ୍ତ ; ୫୦ଜଣ ମୃତ

ନୂଆଦିଲ୍ଲୀ -: ଆଜିକୁ ମିଶାଇ କ୍ରମାଗତ ୮ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହି ଆସୁଥିବା ବେଳେ ୩ଦିନ ହେବ ୩ ହଜାରରୁ ଅଧିକ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

କାନ୍ଧରେ ଅଜଗର ସାପ ଧରି ନୃତ୍ୟ କରୁଛନ୍ତି ଯୁବକ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ । ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି…

ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ : ସେକ୍ସ ଫର୍ ୱାଟର !

ନୂଆଦିଲ୍ଲୀ -: କୁହାଯାଏ, ଜଳ ହିଁ ଜୀବନ । ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ । ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’ ।…

ଜାତିସଂଘର ମୁଖ୍ୟଙ୍କୁ ବଡ ଝଟକା ଦେଲେ ଋଷିୟ ସେନା, ଭୟଙ୍କର ଆକ୍ରମଣ କଲା ରୁଷ୍‌

କିବ୍ -: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଗସ୍ତ ବେଳେ ରୁଷ୍ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପ୍ରିଲ୍ ମଧ୍ୟ ଭାଗରୁ କିବ୍‌ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା…

ତରୁଣୀଙ୍କୁ ସୈନିକଙ୍କ ଧମକ ମୋ ସହ ରାତି ବିତାଅ, ୪୦ଜଣଙ୍କୁ ଡାକିବି ତତେ ଦୁଷ୍କର୍ମ କରିବେ

ନୂଆଦିଲ୍ଲୀ -: କିଛି ଦିନ ତଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହା ଅନେକଙ୍କୁ…

କେନ୍ଦ୍ର ଆଇନମନ୍ତ୍ରୀଙ୍କ ୨ ଦିନିଆ ନୂଆପଡ଼ା ଗସ୍ତ ଆଜି: କେନ୍ଦ୍ର ଯୋଜନା ଉପରେ କରିବେ ସମୀକ୍ଷା ବୈଠକ

ନୂଆପଡ଼ା -: କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଜି ୨୮ ତାରିଖ ଦିନ ୨ ଦିନିଆ ନୂଆପଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଇନ…

ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି…

ଲାଲୁଙ୍କ ଘରେ ଝଗଡା, ବଡ ପୁଅ ଦେଲେ ଏଭଳି ଯାହାକୁ ନେଇ ରାଜନୀତି ହଟଚମଟ

ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା…

error: Content is protected !!