କଂଗ୍ରେସ ପ୍ରତି ବିଜେପ ନେତା ଗଡକରୀଙ୍କ ଏତେ ଆତ୍ମୀୟତା କାହିଁକି ? ଆସନ୍ତୁ ଜାଣିବା

ମୁମ୍ବାଇ: ନେତା କଂଗ୍ରେସ ନଛାଡ଼ନ୍ତୁ, ପୁଣି ମଜବୁତ ହେଉ ଦଳ; କିଛି ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନିତିନ ଗଡକରୀ । ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା…

ଓଡିଶାରେ ବିଜେପିର ବିପର୍ଯ୍ୟୟ ପାଇଁ ଦାୟି କିଏ ?

ଭୁବନେଶ୍ୱର -: ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ…

ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ

ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍‌ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…

ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ୍ୟା ହେଲେ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:ଜଗତସିଂହପୁର ପୌରପରିଷଦର 21 ଟି ୱାର୍ଡର 33 ଟି ବୁଥର ଭୋଟ ଗଣତି କାର୍ୟ୍ଯ SVM କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହା ସମୁଦାୟ 10ଟି ଟେବୁଲରେ 7 ରାଉଣ୍ଡ ଭୋଟ ଗଣତି କାର୍ଯ୍ୟ କରାଯାଇଥିଲା…

ବିଜୁ ଜନତା ଦଳର ଦବଦବା : ବରଗଡ଼ ଜିଲ୍ଲାର ପୈାରନିର୍ବାଚନ ଅଧ୍ୟକ୍ଷ ପଦବୀ ହାସଲ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ପୌର ନିର୍ବାଚନର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ .ଏ .ସି ପାଇଁ ଗତ ୨୪ ତାରିଖରେ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ…

ସଂସଦରେ ବିରୋଧିଙ୍କୁ ଇନ୍ଧନ ତିଆରି କରିବାର ପାଠ ପଢାଇଲେ ନିତିନ୍‌

ନୂଆଦିଲ୍ଲୀ -: ଗତ ଚାରି ଦିନ ମଧ୍ୟରେ ତିନିଥର ବୃଦ୍ଧି ପାଇଲାଣି ତୈଳ ଦର । ନିର୍ବାଚନ ପରେ ପରେ ତୈଳ ଦର ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି । କେନ୍ଦ୍ରମନ୍ତ୍ରୀ…

ପୈାରାଧ୍ୟକ୍ଷ ନିର୍ବାଚନରେ ମାଟିକାମୁଡିଲା ବିଜେଡି, ନୂଆପଡାରେ ଖାତା ଖୋଲିପାରିଲାନି

ଭୁବନେଶ୍ୱର -: ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକରେ ବି ପୈାରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ୩୯୦୦…

ପଶ୍ଚିମବଙ୍ଗରେ ହେବ ରାଷ୍ଟ୍ରପତି ଶାସନ ! ପଶ୍ଚିମବଙ୍ଗ ଗଣହତ୍ୟା ଘଟଣାରେ ସଂସଦରେ ଭୁମିକମ୍ପ

ନୂଆଦିଲ୍ଲୀ -: ପଶ୍ଚିମବଙ୍ଗରେ ଗଣହତ୍ୟା ସାଧାରଣ ଘଟଣା ହୋଇଗଲାଣି ବୋଲି ଅଭିଯୋଗ କରି ଆଜି ପାର୍ଲାମେଣ୍ଟରେ ‘ବିଜେପି’ ସାଂସଦ ରୂପା ଗାଙ୍ଗୁଲୀ କାନ୍ଦିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି । ରାଜ୍ୟସଭାରେ ବୀରଭୂମ ହିଂସାକାଣ୍ଡ ବିଷୟରେ କହିଲା…

ଭଦ୍ରକରେ ନିର୍ବାଚନି ହିଂସା, ଛୁରି ଭୁଜାଲିର ଖେଳ

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ୧୪୪ ଲାଗୁ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି…

ନିର୍ବାଚନ ପ୍ରଚାର ଶେଷ : ଶେଷ ଦିନରେ କଂଗ୍ରେସର ପ୍ରଚାର ଜୋରଦାର

ଆଠଗଡ଼ – : ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ…

error: Content is protected !!