Big braking news: ଭିଜିଲାନ୍ସ ଜାଲରେ ପଡିଲେ କଟକ ଜିଲ୍ଲା ତିଗିରିଆ ଥାନାର ଏ.ଏସ.ଆଇ ପ୍ରଦୀପ ବେହେରା

କଟକ : ଭିଜିଲାନ୍ସ ଜାଲରେ ପୁଣେ ଜଣେ ଥାନା ଅଧିକାରୀ କଟକ ଜିଲ୍ଲା ତିଗିରିଆ ଥାନାର ଏଏସଆଇ ପ୍ରଦୀପ ବେହେରା ୫ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ଧରାପଡିବା ପରେ ଭିଜିଲାନ୍ସ ଖୋଳତାଡ କରୁଛି ତାଙ୍କର ରହିବା ସ୍ଥଳରେ ଛାନ୍…

ହାଭେଲସର ଲୟାଡ ପ୍ରଡକ୍ଟକୁ ନେଇ ଆସିଲା ବଡ ଖବର, ଲୋକଙ୍କୁ ଠକୁଛି ଏହି କମ୍ପାନି

କଟକ -: ଭାରତରେ ଅନେକ ଉତ୍ପାଦକ କମ୍ପାନି ଅଛି ହେଲେ କିଛି ପ୍ରଡକ୍ଟ ତିଆରି କରିଦିଅନ୍ତି ସତ ବିକ୍ରି ପାଇଁ ମନଲୋଭା କଥା ଦେଇଥାନ୍ତି । କେହି କେହି ନିଜ ପ୍ରଡକ୍ଟ ବିକିବା ପାଇଁ ଡିସକାଉଣ୍ଟ ଅଫର ଦିଅନ୍ତି ତ ଆଉ…

ଆଠଗଡ଼ ପୁଲିସ ହାତରେ ଛନ୍ଦି ହୋଇଗଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌

ଆଠଗଡ଼-: କଟକ ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ପାଣି ପାଇପ୍‌ ନେଇ ଫେରାର ହେବାକୁ ଉଦ୍ୟମ କରିଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି।  ଆଠଗଡ଼ ପୁଲିସର ରାତି ପାଟ୍ରୋଲିଂ ସମୟରେ ଆଠଗଡ଼…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପ୍ରେମର ବିଫଳତା ଏକ ଅପରାଧ ନୁହେଁ

କଟକ -: ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଯୁବତୀ ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ଦୁଇ…

ବୈଦ୍ୟେଶ୍ୱର ପଞ୍ଚାୟତରେ ଝାଡ଼ା ବାନ୍ତି ପିଲାଙ୍କ ସମେତ ଲୋକ ହେଲେ ଆକ୍ରାନ୍ତ , ହୋଇପାରୁନି ଝାଡ଼ା ବାନ୍ତି ବନ୍ଦ ଡାକ୍ତର ଅଣାୟତ୍ତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ – କଟକଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ବାହାଘର ଭୋଜିଖାଇ ପିଲାଙ୍କ ସମେତ ବଡ଼ଲୋଜ ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ମେଡ଼ିକାଲରେ ଭର୍ତିହେଲେ ଶତାଧିକ ଗ୍ରାମବାସୀ | ଗତ ତା ୧୬/୦୨/୨୦୨୫ ରବିବାର ଦିନ ଗ୍ରାମରେ ବଡ଼ସାହିରେ ପଦ୍ମ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା…

ଗୁରୁଡ଼ିଝଟିଆରେ ରେଳ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

କଟକ -: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡ଼ିଝଟିଆ  ରେଲୱେ ପାର୍କିଂରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ।  ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଜଣାଯାଇଛି। ତାଙ୍କର…

ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ -: ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରସଙ୍ଗ ପୁଣି ବିବାଦରେ ଛନ୍ଦି ହୋଇଛି। ରେରା ଆଇନ କାର୍ଯ୍ୟକାରୀ ଅର୍ଥାତ୍ ୨୦୧୭ ଫେବ୍ରୁଆରି ୧୭ ପୂର୍ବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ପଞ୍ଜୀକରଣକୁ ଅନୁମତି ଦେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି…

ସୋନିଆ ବିବାଦୀୟ ମନ୍ତବ୍ୟ କୁ ଘୋର ବିରୋଧ କଲା ବାଙ୍କୀ ବିଜେପି : ସୋନିଆ ଙ୍କ କୁଶପୁତ୍ତଳିକା କରିଲା ଦୀହ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ମହାମହିମା ରାଷ୍ଟ୍ରପତିଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ବିବାଦୀୟ ମନ୍ତବ୍ୟ ଯୋଗୁ ଏବେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ଦେଖିବାକୁ ମିଳିଛି ବିକ୍ଷୋଭ l ଏହି ବିକ୍ଷୋଭରେ ସାମିଲ ହେଲେ ବାଙ୍କୀ ଭାରତୀୟ ଜନତା ପାର୍ଟି…

ମଇଯୋରୀ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀବ୍ଲକ ଅନ୍ତର୍ଗତ ମଇଯୋରୀ ବିଦ୍ୟାଳୟ ଠାରେ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତ ରେ ଆଜି ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି l ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ…

error: Content is protected !!