ଲୋକଙ୍କ ସରକାର ମୋହନ ବାବୁ ଆପଣଙ୍କ ପ୍ରଶାସନ କଣ ଅନ୍ଧ କିନବୀନ ବାବୁ ଶୁଣୁ ନଥିଲେ ବୋଲିତ ଲୋକେ ଆପଣଙ୍କୁ ବାଛିଲେ କାହିଁକିକୃତିବାସର ଦୁଃଖ ଶୁଣିବେ କି ମୋହନ ବାବୁ ନା ମୁକ ବଦ୍ଧିର ପାଲଟିବେ କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -:…
Category: କନ୍ଧମାଳ
ଫୁଲବାଣୀ ଠାରେ ଜାତୀୟ ନୂତନ ଶିକ୍ଷା ନୀତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଫୁଲବାଣୀ ସ୍ଥିତ ବନାନୀ କଳା ସଂଙ୍ଗମଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଜାତୀୟ ନୂତନ ଶିକ୍ଷାନୀତି ୨୦୨୦ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ଅତିଥି ଓ ଶିକ୍ଷାବିତ ମାନଙ୍କୁ…
ଖଜୁରୀପଡା ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ସଦରମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତ୍ରିପାଠି ଓ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ…
ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ
କନ୍ଧମାଳ -: (ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକରେ ବିଭିନ୍ନ ଗ୍ରାମପଞ୍ଚାୟତ ଗ୍ରସ୍ତକରି ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ବିଭିନ୍ନ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଜୁରୀପଡା…
ଯୁବ ସମାଜ ସେବୀ ଙ୍କ ବିୟୋଗ ରେ ଶୋକ ସଭାକନ୍ଧମାଳ,
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୀର୍ଘଦିନ ଧରି ରୋଗ ସହ ସଂଗ୍ରାମ କରି ଶେଷରେ ଗତ ଜୁଲାଇ ୨୯ ତାରିଖରେ ଆଖିବୁଜିଲେ ଯୁବ ସମାଜସେବୀ ଆଲୋକ ବେହେରା । ୨୦୧୮ ମସିହାରୁ ବାଲିଗୁଡା ଆଇ.ଟି.ଡି.ଏ ଅଧିନରେ ଆଦିବାସୀ ଙ୍କ ଜୀବନ ଜିବିକା ସଂପର୍କିତ ବିଭିନ୍ନ…
ସ୍ୱାସ୍ଥ୍ୟ ବିଭାଗ “ଆରୋଗ୍ୟ ପଥେ”ତାଲିମ ନେଲେ ଫିରିଙ୍ଗିଆ ବ୍ଲକ୍ ର ୧୬୫ ଜଣ ଆଶା କର୍ମୀ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ରାଜ୍ୟରେ ଗ୍ରାମାଂଚଳ ରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥାକୁ ସୁଦୃଢି କରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ଥିବା ବେଳେ ସରକାର ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ମାଧ୍ୟମରେ ଶସକ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି…
କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବେଦଭୂଷଣ ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀବେଦଭୂଷଣ । ସୂଚନା ପ୍ରକାରେ ପୂର୍ବରୁ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ କମିସନର ଭାବେ କାର୍ଯ୍ୟରତ ଥିବାବେଳେ ବେଦଭୂଷଣ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ…
ସ୍ୱାତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଫଳ ଚାରା ରୋପଣ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜଳବାୟୁ ପରିବର୍ତନ ପ୍ରଭାବରେ ଦୁନିଆରେ ସବୁ କିଛି ଅନିୟମିତତା ଭିତରେ ଗତିକରୁଥିବା ବେଳେ ବର୍ତମାନ ଅଧିକରୁ ଅଧିକ ଗଛ ଳଗାଇବା ଆବଶ୍ୟକତା ଅଛି । ଏଣୁ ଜଙ୍ଗଲ ବିଭାଗ ତରଫରୁ ଜୁଲାଇ ମାସରେ ବନ ସୁରକ୍ଷା ସପ୍ତାହ ପାଳନ…
ସ୍ୱାତୀ ଅନୁଷ୍ଠାନ ର ନର୍ସ ମାନଙ୍କ ଦ୍ୱାରା ଘରୋଇ ବାର୍ଦ୍ଧକ୍ୟ ଚିକିତ୍ସା ଓ ଯତ୍ନ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ବାର୍ଦ୍ଧକ୍ୟ ସମୟର ଚିକିତ୍ସା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦୁରଦୁରାନ୍ତ ଗ୍ରାମ ଗୁଡିକରେ ସଚେତନତା ର ଅଭାବ ଓ ଆନୁଷ୍ଠାନିକ ସୁବୁଧା ସୁଯୋଗ ଅପହଂଚ ଥିବାରୁ ବହୁ ବୃଦ୍ଧ…
ଓଏଲ ଏମର ସିଆରପି ସିଏମ କନ୍ଧମାଳ ପକ୍ଷରୁ ୪ଦଫା ଦାବୀପତ୍ର ପ୍ରଦାନ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଓଡିଶା ଜୀବିକା ମିଶନରେ କାର୍ଯ୍ୟ ରତ ସିଆରପି-ସିଏମ ମାନଙ୍କୁ ସରକାର ମାସିକ ପାରିଶ୍ରମିକ ବଦଳରେ କାର୍ଯ୍ୟ ୱାରି ଇନସେନଟିଭ ପ୍ରଦାନକୁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି କନ୍ଧମାଳ ଜିଲ୍ଲା ସିଆରପି ମାନଙ୍କ ପକ୍ଷରୁ ଚାରିଦଫା ଦାବୀ ସମ୍ବଳିତ ଏକ…