ଧର୍ମଗଡ ବ୍ଲକ ବେହେରା ଗ୍ରାମ ଠାରେ ଦଣ୍ଟେଶ୍ୱରୀ ଯୁବ ସଙ୍ଘ ତରଫରୁ 79 ସ୍ୱାଧୀନତା ଦିବସ ପାଳନ ହୋଇ ଥିଲା

କଳାହାଣ୍ଡି -: (କ୍ଷେତ୍ର ମୋହନ ନାଗ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଦନ୍ତ୍ତେସ୍ୱରି ଯୁବ ସଂଘ୍ ବେହେରା ତରଫ ରୁ ୭୯ ସ୍ଵାଧୀନତା ଦିବସ ପାଳନ ହେଉଥିଲା l ଏହି ଅବସରରେ ସଭାପତି କିରଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ…

ସର୍ଗିଗୁଡ଼ା ଠାରୁ ଶ୍ରୀ ରାମନଗର ପଡ଼ା କୁ ରାସ୍ତା ହେବ କେବେ?

କଳାହାଣ୍ଡି -: (କ୍ଷେତ୍ର ମୋହନ ନାଗ) ଦେଶ ସ୍ଵାଧୀନ ହୋଇ ଆଜିକୁ ୭୮ବର୍ଷ ହେବ ଶାସକ ଦଲ ବଦଳି ଚାଲିଛି କିନ୍ତୁ ଆଜିବି ବିକାଶ ର ମାନଚିତ୍ର ବଦଳି ନାହିଁ l ଦେଖନ୍ତୁ ଏଠି ଗୋଟିଏ ସରକାର ୨୪ ବର୍ଷ ଶାସନ…

ଫିରିଙ୍ଗିଆ ରେ ପାଳିତ ହେଲା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) ସରା ଦେଶରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ମାନଙ୍କରେ ସମ୍ବିଧାନ ପ୍ରଣେତା ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହ ରେ ପାଳନ କରାଯାଇଥିବା ବେଳେ ଅନୁରୂପ ଭାବରେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା…

ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳ ଗସ୍ତରେ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ ) – ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଯୁବ ବ୍ୟାପାର ଓ ଓଡିଆ ଭାଷା ସାହାତ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟ ବଂଶୀ ସୂରଜ କନ୍ଧମାଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ପହଞ୍ଚି ୧୭ତାରିଖରେ ଦଳୀୟ କର୍ମୀ ଓ…

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା, ଯୁବକ ଗୁରୁତର

ବିଜୁ ଏକ୍ସପ୍ରେସ ୱେ ଆମପାଣି ଥାନା ଦର୍ଲିପଡ଼ା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଡୁଡୁକାଠେଙ୍ଗା ଗ୍ରାମର ସୁବାସ ନାଏକ (୨୫) ବୋଲି ସୂଚନା ମିଳିଛି । ସେ କୌଣସି କାମ…

ଡ୍ରେନର ମଇଳା ପାଣିରେ ଉବୁଡୁବୁ କାଉଡୋଳା ଗ୍ରାମବାସୀ, କେବେ ସୁଧୁରିବ ଡ୍ରେନଜ ବ୍ୟବସ୍ଥା

କୋକସରା(ରଞ୍ଜନ କୁମାରସାହୁ) -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଂଚାୟତ କାଉଡୋଳା ଗାଁରେ ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗାଁର ହରିଜନ ପଡ଼ା ରୁ ଜଗନ୍ନାଥ ମନ୍ଦିର ଓ ଚାରି ଛକ ରୁ ସରାବୁ ପଡ଼ା ପର୍ଯ୍ୟନ୍ତ…

ମାଈ ହାତୀର ମୃତଦେହ ଠାବ

ନର୍ଲା : ରାଜ୍ୟରେ ହାତୀ ମୃତ୍ୟୁ ହାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଅନେକ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର…

ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ‘ନୂଆଖାଇ’

ନୂଆଖାଇ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ଭାବେ କେଉଁ ଏକ ସ୍ମରଣାତୀତ କାଳରୁ ପାରମ୍ପରିକ ରିତିନିତି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି। ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ…

ନର୍ଲା ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ

ନର୍ଲା -: କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…

ବେଦାନ୍ତ ଫାଟକ ସାମ୍ନାରେ ମୃତ ଶ୍ରମିକଙ୍କ ଶବ ରଖି ଧାରଣା

ଲାଞ୍ଜିଗଡ଼(ନିଲେଶ କୁମାର ନାଗ) -: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ଫାଟକ ସମ୍ମୁଖରେ ଜଣେ ଶ୍ରମିକଙ୍କ ଶବ ରଖି ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବୁରାଟ ଗ୍ରାମର ଚୁଡ଼ାମଣି ସାହୁ…

error: Content is protected !!