ବ୍ରଜରାଜନଗରର ବିଜେଡି ପ୍ରାର୍ଥୀନି ହେଲେ ଅଳକା, ଦୀପାଳି ହେଲେ ନିରାଶ

ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।ଗତ ଡିସେମ୍ବର…

ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ଇ-ବସ୍‌, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ବର -: ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି…

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ଭୁବନେଶ୍ବର -: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ…

ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଉଦଘାଟନ

ଭୁବନେଶ୍ବର -: ଖରା ଗରମ , ଯେଉଁଆଡ଼େ ଗଲେ ବି କେବଳ ଖରା । ବିଶେଷ କରି ରାଜଧାନୀରେ ପ୍ରବଳ ଖରା ଓ ଗରମ ଜନ ସାଧାରଣ ମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହି ପ୍ରବଳ ଖରାରେ ରାସ୍ତାକଡ଼ ରେ ଯାଉଥିବା…

ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ

ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…

ରାଜଧାନୀ ଏବେ ରକ୍ତରଞ୍ଜିତ, ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି।…

ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି

ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ…

ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ

ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ…

ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଘରେ ରଖିଥିଲା, ବୁଲୁଥିଲା ସ୍ଥାନୀୟ ଅଞ୍ଚଳରେ

ଭୁବନେଶ୍ୱର : ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି…

ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ…

error: Content is protected !!