ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ…
Category: ଜିଲ୍ଲା ଖବର
ଖଜୁରୀପଡ଼ା ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକକୁ ଅଣଦେଖା ଓ ଅସମ୍ମାନ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡା ସଦରମହକୁମା ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକମାନଙ୍କୁ ଅଣଦେଖା ଓ ଅସମ୍ମାନ କରାଯାଇଥିବା ଦେଖି ବାକୁ ମିଳିଛି । ସୂଚନା ପ୍ରକାରେ ଆଜି ଖଜୁରୀପଡ଼ା ପଞ୍ଚାୟତ ସମିତିରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା…
ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ କ ନୂଆଗାଁ ପ୍ରଶାସନ ଭୂଲି ଗଲେ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଗ୍ରାମ ପଞ୍ଚାୟତ ସାରଙ୍ଗଡ଼ ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ ଭୂଲି ଗଲେ। ଏହି କ୍ଷେତ୍ରରେ ସରକାରଙ୍କ ନିର୍ଦ୍ଦେଶରେ ସାରା…
କ୍ରାଣ୍ଡିବାଲି ଉପଶାଖା କୁଇସମାଜର ବାର୍ଷିକ ସାଧାରଣ ଅଧିବେଶନ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଅନ୍ତର୍ଗତ ଗୋଛାପଡା ଶାଖା ନିକଟସ୍ଥ କ୍ରାଣ୍ଡିବାଲି ଉପଶାଖାର ସିଲେରି ଗୁପା ଠାରେ ଦୁଇଦିନ ଧରି ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ଉଦଯାପିତ ହେଲା କରଣ୍ଡାଗଡ଼ରେ ଚାଲିଥିବା ବିନ୍ଦାସ କପ ଜିଲ୍ଲାସ୍ତରୀୟ ଭଳିବଳ ପ୍ରତିଯୋଗିତା
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ଠାରେ ଚାଲିଥିବା ବିନ୍ଦାସ କପ ଜିଲ୍ଲା ସ୍ତରୀୟ ଭଳିବଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I କରଣ୍ଡାଗଡ଼ରେ ଥିବା ବିରୁପାକ୍ଷ ଯୁବକ ସଙ୍ଘ ଓ ବିନ୍ଦାସ କ୍ଳବ ର…
ମୃତ ବ୍ୟକ୍ତିଙ୍କ ଭତ୍ତା ହଡ଼ପ୍ ଅଭିଯୋଗ !
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଦାରିଙ୍ଗବାଡି ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଭତ୍ତା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି I ସୁ ଶ୍ରୀ ଚନ୍ଦ୍ରିକା ମଲ୍ଲିକ ଙ୍କ ନାମରେ ଦୁର୍ନୀତିର ଚରମ ସୀମା ଡେଇଁ ଥିବାରୁ ୱାର୍ଡ…
୨ କିଲୋମିଟର ଗଲେ ମିଳୁଛି ପିଇବା ପାଣି, ପାନୀୟ ଜଳ ସମସ୍ୟା
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ମେଟାମାହା ପଦା ଗ୍ରାମ ବାସୀ ଚୂଆ ପାଣି ହିଁ ଭରଷା। ଏହି ଦିଗରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।…
ଫିରିଙ୍ଗିଆ ପଳାବୃଡି ଅଞ୍ଚଳରେ କାଳରା ପତରିଆ ବାଘ ଆତଙ୍କ , ଭୟଭୀତ ଅଞ୍ଚଳବାସୀ I
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ପଳାବୃଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛି ଏକ କଲରାପତରିଆ ବାଘ। ଏନେଇ ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଫୁଲବାଣୀ ଗୋଛାପଡ଼ା ରାସ୍ତାର ମୁସୁଲିପାଙ୍ଗା ଗ୍ରାମ କଡ଼ିସରୁ…
ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ
କନ୍ଧମାଳ( ମୃତ୍ୟୁଞ୍ଜୟ ଦିଗାଲ ) -: ବିପର୍ଯ୍ୟୟ ପରିଚାଳନା ରେ ଆମ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କ ର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନସାଧାରଣ କିପରି ଗ୍ରାମାଚଂଳ ରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା…
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ବରିଷ୍ଠ ନଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଫେବୃୟାରୀ ୨୩ତାରିଖରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସନ ସାଇନ ହସପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରମାନେ ୩୦୦ରୁ…