ତିଗିରିଆରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦଯାପିତ

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଦୀର୍ଘ ୭ ଦିନ ଧରି ଚାଲିଥିବା ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି।ପଞ୍ଚାୟତ ର ସରପଞ୍ଚ ସଂଯୁକ୍ତା ସ୍ୱାଇଁ ଙ୍କ…

ସୁସ୍ଥ ସମାଜ ଗଠନ ପାଇଁ ସୁନୀତ ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିରେ କ୍ରାନ୍ତି ଯାତ୍ରା

ଭବାନୀପାଟଣା -: କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ କ୍ରାନ୍ତିଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଚଳିତ ଡିସେମ୍ବର ୩୦ ତାରିଖରେ…

ଆମ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଚରା ଠାରେ ରବିବାର ଆମ ଆଦମୀ ପାର୍ଟିର ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଡିସମ୍ବର ଖେର୍ସଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କର,…

ଚାନ୍ଦଳି ସଂରକ୍ଷିତ ଜଙ୍ଗଲ ହେଲା ସବୁଜ ଜିମା …

ବଲାଙ୍ଗୀର -: ବଲାଙ୍ଗୀର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଟଙ୍କପାଣି ଗ୍ରମପଞ୍ଚାୟତ ଅନ୍ତର୍ଗତ ବୁଢାଛପର ଗ୍ରାମ ଠାରେ ଥିବା ଚାନ୍ଦଳି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୫ହଜାର ଚାରା ରୋପଣ କରାଯାଥିଲା। ରେଞ୍ଜର ପ୍ରଭାତି ସେଠ, ଫରେଷ୍ଟର…

ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଖୋ ଖୋ ଟୁର୍ଣ୍ଣାମେଣ୍ଟ

ଆଠଗଡ -: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ମିଳିତ ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ସହିତ ରିଜୋନାଲ୍…

ଆଠଗଡରେ ପ୍ରଧାନ ମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଲୁଟ୍ ପଛରେ ରଞ୍ଜନ ଆଚାର୍ଯ୍ୟ ପରିବାର, ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର

ଆଠଗଡ -: ଆଠଗଡ ବ୍ଲକରେ ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ହିତାଧିକାରୀଙ୍କୁ ନ ଦେଇ ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ତାଙ୍କ ମୁଣ୍ଡିଆଳ ଚାମଚା…

ନୂଆପାଟଣାରେ ଢେଙ୍କାନାଳ ସଦର ପୋଲିସକୁ କାଠଫାଳିଆରେ ଭୟଙ୍କର ମାଡ଼, ଜଣେ ଗୁରୁତର

କଟକ/ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପଙ୍କାଳ ଗ୍ରାମକୁ ଗୋଟିଏ ଝିଅ ଅପହରଣ କେସର ତଦନ୍ତ ପାଇଁ ଆସିଥିବା ଢେଙ୍କାନାଳ ସଦର ଥାନାର କର୍ମଚାରୀଙ୍କୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ତରଫରୁ ମାଡ଼ ମରାଯାଇଥିବା…

ତିଗିରିଆରୁ ବେଆଇନ ଗାଈ ମାଂସ ଓ ଟ୍ରକ ଜବତ, ଟ୍ରକ ଡ୍ରାଇଭର ଓ ହେଲ୍ପର ଗିରଫ …

ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ସକାଳେ ଏକ ବେଆଇନ ଗୋ ମାଂସ ବୋଝେଇ ଟ୍ରକ କୁ ଜବତ କରାଯିବା ସହ ଟ୍ରକ ରେ ଥିବା ଅନ୍ୟୁନ ୧୫ ଟନ ଓଜନର ବେଆଇନ ଗୋ ମାଂସ ଜବତ କରାଯାଇଛି। ଗାଡିର…

ତିଗିରିଆ ନୂଆପାଟଣାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ …

ତିଗିରିଆ -: ତିଗିରିଆ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବ୍ଲକର ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ଶିକ୍ଷାବର୍ଷର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ…

ପଦ୍ମପୁର ମହାସମର : ସତ୍ୟର ସନ୍ଧାନରେ ସତ୍ୟ, ହେଲେ ଅସତ୍ୟ ଏଠି ରାଜ୍ କରେ !!!

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ୱାଦିକ) ସତ୍ୟଭୂଷଣ ସାହୁ । ନାଁ ଯେମିତି ତାଙ୍କ କାମ ମଧ୍ୟ ସେମିତି । ଚଳିତ ପଦ୍ମପୁର ଉପନିର୍ବାଚନ ରେ କଂଗ୍ରେସ ଦଳ ପକ୍ଷରୁ ସେ ଆଜି ତାଙ୍କ ସମର୍ଥକଙ୍କ ସହିତ ଆସି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ତାଙ୍କ…

error: Content is protected !!