ପିଟି ପିଟି ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଥିଲେ, ଦୁଇ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଦେବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ। ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଦୋଷୀ…

ସାଲେପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଆଜି ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ମୁତାବକ କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ମଟାଟୋ ଗାଡିରେ କିଛି ଯାତ୍ରୀ ଆସୁଥିବା ସମୟରେ…

ଆଠଗଡ ବିଜେପି ଯୁବ ମୋର୍ଚ୍ଚା ତରଫରୁ କଂଗ୍ରେସ ନେତା ଅଧିରଞ୍ଜନଙ୍କ କୁଶପୁତ୍ତଳିକା ଦାହ

ଆଠଗଡ – ଭାରତୀୟ ଜନତା ଯୁବମୋର୍ଚ୍ଚା ଆଠଗଡ ତରଫରୁ ବାଉଁଶଦଣ୍ଡା ଛକରେ କଂଗ୍ରେସ ନେତା ଅଧିରଞ୍ଜନ ଚୌଧୁରୀ ମହାମହୀମ୍ ରାଷ୍ଟ୍ରପତିଙ୍କୁ ଦେଇଥିବା ଅଶାଳୀନ ମନ୍ତବ୍ୟ ରାଷ୍ଟ୍ରପତ୍ନୀ ସମ୍ବୋଧନକୁ ନେଇ ନିନ୍ଦା କରାଯାଇଛି । ଯୁବମୋର୍ଚ୍ଚା ତରଫରୁ ବାଉଁଶଦଣ୍ଡା ଛକରେ ଅଧିରଞ୍ଜନ ଚୌଧୁରୀ…

ପ୍ରେମିକାର ଅତ୍ୟାଚାର ସହିପାରିଲାନି ପ୍ରେମିକ, ଥାନାବାବୁ ଶୁଣିଲେନି : ଆତ୍ମହତ୍ୟା କଲେ ସୋନୁ

ରାଉରକେଲା -: ରାଉରକେଲାର  ସେକ୍ଟର -୧୬ ଜଗନ୍ନାଥପାଲିସ୍ଥିତ ଯୁବତୀଙ୍କ ଘର ଆଗରେ ଜଣେ ଯୁବକ ନିଜ ଜୀବନ ହାରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ସେକ୍ଟର ୧୫ ଏଚ ବ୍ଲକ ବସ୍ତିର ସୋନୁ ବଡ଼ାଇକ।…

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଉତ୍ସବ

କଟକ -: ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନ କଟକ ସଦର ୪୨ ମୌଜା ପଟଣା ଠାରେ ଅନୁଷ୍ଠାନର ସଭାପତି ଇ°.ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ୱରେ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସ, ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ଦାଶ ଓ…

ଆଜି ବିଶ୍ବ ବ୍ୟାଘ୍ର ଦିବସ, ସାତକୋଶିଆ ମହାବଳ ଶୂନ୍ୟ : କ’ଣ ଫେରିବ କି ମହାବଳ ?

ଅନୁଗୁଳ -: ଆଜି ସାରାବିଶ୍ବ ପାଳିବ ବ୍ୟାଘ୍ର ଦିବସ। ଜଙ୍ଗଲରୁ ହଜିଯାଉଥିବା ଏହି ପ୍ରାଣୀଟିର ବଂଶ କେମିତି ସୁରକ୍ଷିତ ରହିବ, ବାଘ ସଂଖ୍ୟା ବହୁଗୁଣିତ ହେବ ସେଥିପାଇଁ ଚାଲିବ ଯୋଜନା ଏବଂ ସଚେତନତା। କିନ୍ତୁ, ସାତକୋଶିଆରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ମହାବଳ ବଂଶ…

ରୋଜିଙ୍କ ପାଇଁ ନୂଆ ଜୀବନ ପାଇଲେ ମହିଳା ଓ ଶିଶୁ

ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ବି ଦୁନିଆରେ ବଞ୍ଚି ରହିଛି ମଣିଷପଣିଆ । ହଁ ଆଜ୍ଞା ଏକଥା ଆମେ କହୁନାହୁଁ କହୁଛି ଏହି ଦୃଶ୍ୟ ।ଆଜି କଟକ ଆରପିଏଫର ଜବାନଙ୍କ ପାଇଁ ବଞ୍ଚିଯାଇଛି ଗୋଟେ ମୂଲ୍ୟବାନ ମାଆର ଜୀବନ ଓ…

ଜିଏସଟି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ଜିଏସଟି ପ୍ରତ୍ୟାହାର ଦାବିରେ କଟକ ସାଲେପୁର ତହସିଲ ଅଫିସ ସମ୍ମୁଖରେ ସିପିଆଇ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ଜିଲ୍ଲା ସଖା ଆନୁକୂଲ୍ୟରେ…

ଗଜପତି ନର୍ସିଂ କଲେଜର ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ …

ପାରଳାଖେମୁଣ୍ଡି -: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାଣିପେଣ୍ଠସ୍ଥିତ ଗଜପତି ନର୍ସିଂ କଲେଜରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରୀଙ୍କ ଶ୍ରେଣୀ କକ୍ଷ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ଛାତ୍ରୀଜଣଙ୍କର ମୃତ୍ୟୁଜନିତ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିଲା ବେଳେ ପୁଲିସ…

୨୫ ଦିନରେ ବ୍ଲକରେ ଆଖି ବୁଜିଲେଣି ୩୭ ଜଣ, କଲେରା ଆତଙ୍କ ଗ୍ରାମବାସୀ ଭୟଭୀତ

ରାୟଗଡ଼ା -: ମେଡ଼ିକାଲ୍ ନେବା ପାଇଁ ମିଳିଲାନି ଆମ୍ବୁଲାନସ୍। ଫଳରେ ରୋଗଶର୍ଯ୍ୟାରେ ଛଟପଟ ହୋଇ ଚାଲିଗଲା କଲେରା ଆକ୍ରାନ୍ତଙ୍କ ଜୀବନ। ମୃତକ ଟିକିରି ପଞ୍ଚାୟତ ଜାମୁଗୁଡ଼ା ଗ୍ରାମର ସୁନି ମାଝି (୬୦)। ଠିକ୍ ସମୟରେ ମେଡ଼ିକାଲକୁ ସ୍ଥାନାନ୍ତର ନ ହୋଇ ପାରିବା…

error: Content is protected !!