ରାୟଗଡ଼ା -: ମେଡ଼ିକାଲ୍ ନେବା ପାଇଁ ମିଳିଲାନି ଆମ୍ବୁଲାନସ୍। ଫଳରେ ରୋଗଶର୍ଯ୍ୟାରେ ଛଟପଟ ହୋଇ ଚାଲିଗଲା କଲେରା ଆକ୍ରାନ୍ତଙ୍କ ଜୀବନ। ମୃତକ ଟିକିରି ପଞ୍ଚାୟତ ଜାମୁଗୁଡ଼ା ଗ୍ରାମର ସୁନି ମାଝି (୬୦)। ଠିକ୍ ସମୟରେ ମେଡ଼ିକାଲକୁ ସ୍ଥାନାନ୍ତର ନ ହୋଇ ପାରିବା…
Category: ଜିଲ୍ଲା ଖବର
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଠଗଡରେ କଂଗ୍ରେସର ବିକ୍ଷୋଭ
ଆଠଗଡ -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଚିକା ପରିବାରକୁ ନ୍ୟାୟଦେବା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ରେ ଚାଲିଥିବା…
ଆଠଗଡରେ ନିଆରା ଢଙ୍ଗରେ କାର୍ଗିିଲ୍ ବିଜୟ ଦିବସ ପାଳନ କଲେ ଅଭୟ, ସାରା ରାଜ୍ୟରେ ଅଭୟଙ୍କୁ ନେଇ ଚର୍ଚ୍ଚା
ଆଠଗଡ଼ – : ଜୁଲାଇ ୨୬ କାର୍ଗିଲ ଵିଜୟ ଦିବସ। ୧୯୯୯ ମସିହା ଏହି ଦିନରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ କୁ ପାକିସ୍ତାନ ହାତରୁ ଛଡ଼ାଇ ଆଣିଥିଲେ।ତେବେ ଆଜି ଆଠଗଡ଼ରେ ଏହି ଦିବସକୁ…
୭୫ବର୍ଷ ତଳେ ଆଜିର ଦିନରେ ଉଦଘାଟିତ ହୋଇଥିଲା ଓଡିଶା ହାଇକୋର୍ଟ …
କଟକ -: ୧୯୪୮, ଜୁଲାଇ ୨୬ ତାରିଖ। ଓଡ଼ିଶାର ନ୍ୟାୟିକ ଇତିହାସରେ ସୃଷ୍ଟି ହୋଇଥିଲା ନୂଆ ଅଧ୍ୟାୟ। ଐତିହାସିକ କଟକ ସହରରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ଓଡ଼ିଶା ହାଇକୋର୍ଟ। ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଏଚ. ଜେ. କାନିଆ ଏହାକୁ…
ଭାଇଭଉଣୀଙ୍କ ହେରୋଇନ ବେପାର, ଗିରଫ କଲା ପୁଲିସ
ଭଦ୍ରକ/ବ୍ୟାସନଗର -: ବ୍ରାଉନସୁଗାର/ହେରୋଇନ ବେପାର ଚଳାଇଥିବା ଦୁଇ ଭାଇଭଉଣୀଙ୍କୁ ପୁଲିସ ଗିରଫ କରିଛି। ଯାଜପୁର ଜିଲ୍ଲାରେ ନିଶା ସାମ୍ରାଜ୍ୟ ଚଳାଇଥିବା ଏହି ଭାଇଭଉଣୀ ହେଲେ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର କହ୍ନେଇପୁରର ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ମହାନ୍ତି(୩୯) ଓ…
ଥାନାରେ ସଂଗୀତ ସମ୍ରାଟ ମନ୍ମଥ ମିଶ୍ର, ଝିଅ ପ୍ରକୃତିକୁ ରାସ୍ତାରେ ପିଟିବା ଘଟଣାରେ ଅଭିଯୋଗ କଲେ …
ଭୁବନେଶ୍ବର -: ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ତଥା ସଙ୍ଗୀତକାର ମନ୍ମଥ ମିଶ୍ର ଥାନାରେ ଖାରବେଳ ନଗର ଥାନାରେ ଏତଲା…
କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ, ବିଡିଓ ନିର୍ଦ୍ଦୋଶରେ ଖଲାସ
ଜୟପୁର -: ରାସ୍ତା ଉନ୍ନୟନ କାମରେ ମିଳିଥିବା ଚେକ୍ କୁ ଟ୍ୟାମ୍ପରିଂ କରି ସରକାରୀ ଅର୍ଥ ଚଳୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା।…
ସାଲେପୁରରେ ଚାଞ୍ଚଲ୍ୟ, ମହାନଦୀକୁ ଡେଇଁ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ।କଟକ ଜିଲ୍ଲା ସାଲେପୁର ସାତବାଟିଆ ଠାରେ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ…
