ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ବିଜେବି କଲେଜଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଦୋଷୀକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସଫଳ କରିବା…

ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାଗୃହ ରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ…

ଓଡିଶାରେ ଆସିଲା ଭୟଙ୍କର ବନ୍ୟା , ପୋଲାଭରମକୁ ଦାୟୀ କଲେ ବିଜେଡି ନେତା

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସମେତ ମୋଟୁ ଅଂଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ସିଧାସଳଖ ପୋଲାଭରମକୁ ଦାୟୀ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମୋଟୁ…

ଘର ଛପର କରୁଥିଲେ ସଳା ଭିଣୋଇ, ଚାଲିଗଲା ସଳାଙ୍କ ଜୀବନ ଅଳ୍ପକେ ବର୍ତ୍ତିଲେ ଭିଣୋଇ

ବରଗଡ଼ (ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗାଁରେ ଆଜି ଅପରାହ୍ନ ସମୟରେ ଯୋଗେନ୍ଦ୍ର ବରିହା ନାମକ ଜଣେ ଯୁବକର ବିଦ୍ୟୁତ ଆଘାତରେ ମୃତୁ୍ୟ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକର ଭିଣୋଇ ଘରେ…

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିଭିନ୍ନ ଦାବି ନେଇ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସରକାର କ୍ରମାଗତ ଭାବେ ଚାଷ ଓ…

ଫସଲ ବୀମା ପାଇଁ ଆଜି ପଦ୍ମପୁର ବନ୍ଦ …

ବରଗଡ଼ ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନରେ କୃଷି ବୀମା ପାଇଁ HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଘୋଲାଘୋଲି ଭାବରେ ଉଲଙ୍ଘନ କରୁଥିବା ପ୍ରତିବାଦରେ…

ପଦ୍ମପୁରରେ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦଘାଟିତ

ବରଗଡ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନର ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଭାରତ ବିକାଶ ପରିଷଦ, ପଦ୍ମପୁରର ନୂତନ ଶାଖାକୁ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ସୁରେଶ ଜୈନ୍ ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ…

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ ପର୍ବ

ପଦ୍ମପୁର( ଆଶୁତୋଷ ପାଣିଗ୍ରାହୀ )-: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନର ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବର୍ଷ ୨୧-୨୨ ମାଟ୍ରିକ ପରୀକ୍ଷାରେ ଶତକଡା ୯୦%ରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀ ଓ ଗାଇସିଲେଟ ବ୍ଲକର…

ତିର୍ତ୍ତୋଲ  ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଶାସକ ଦଳ ର ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିରୋଧ ରେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଙ୍କ ଅଭିଯୋଗ କୁ ଭିତିକରି ଜଗତସିଂହପୁର ଥାନାରେ ଲିଖିତ ଏତଲା ଉପରେ ମାମଲା ରୁଜୁହୋଇଛି…

ତିର୍ତ୍ତୋଲ କୋର୍ଟର ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ତିର୍ତ୍ତୋଲ କୋର୍ଟର ବିଚାରପତି ସୁଶାନ୍ତ କୁମାର ନାୟକ ଙ୍କର ଯସବନ୍ତପୁର ବଦଳି ହୋଇଛି।ଏହି ଅବସରରେ ତିର୍ତ୍ତୋଲ ଓକିଲ ସଙ୍ଘପକ୍ଷରୁ ବିଚାରପତି ଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ସଂଘର ବରିଷ୍ଟ ସଭ୍ୟ ଆଲ୍ଲାଦ ପରିଜାଙ୍କ ସଭାପତିତ୍ୱ…

error: Content is protected !!