ପୁଣି ଦାଦନର କରୁଣ ଚିତ୍ର, ହାଇଦ୍ରାବାଦକୁ ଦାଦନ ଯାଇ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ଗତ ୨ ମାସ…

ଜିଲ୍ଲାପାଳଙ୍କୁ ବାଲିମାଫିଆଙ୍କ ଚ୍ୟାଲେଞ୍ଜ, ଜିଲ୍ଲାପାଳ ବ୍ୟାରିକେଡ କଲେ ମାଫିଆମାନେ ଜେସିବ ଲଗାଇ ଭାଙ୍ଗିଦେଲେ !

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁରରୁ କାକଟପୁର ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ଶହ ଶହ ଭାରୀଯାନ ଯାତାୟାତ କରୁଥିବାରୁ ଆଳିପିଙ୍ଗଳ ପୋଲ ଟି ସଂପୁର୍ଣ ଅସୁରକ୍ଷିତ ହୋଇପଡିବାରୁ ଏ ସମ୍ପର୍କ ରେ ସ୍ଥାନୀୟ…

ମୋବାଇଲ ମେସେଜକୁ ନେଇ ମରଣାତ୍ମକ ଆକ୍ରମଣ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ମୋବାଇଲ ମେସେଜକୁ ନେଇ ହେଲା ଗଣ୍ଡଗୋଳ।ସ୍ୱାମୀ,ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ଼ ର ହୋଇଛି ଅଭିଯୋଗ। ଅଭିଯୋଗ ଆଣିଲେ ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମର ଚିନ୍ମୟୀ ମହାନ୍ତି। ଚିନ୍ମୟୀ ମହାନ୍ତିଙ୍କ ସ୍ୱାମୀ ରବି ମହାନ୍ତିଙ୍କ…

ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …

ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,…

ଫେସ୍‌ବୁକ୍‌ ହ୍ୟାକ୍‌ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା

ସମ୍ବଲପୁର -: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍‌ ୨୬ ତାରିଖ ଦିନ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍‌ କରି ଦେଇଥିଲା। କିନ୍ତୁ ସେ…

ରକ୍ଷକ ସାଜିଲା ଭକ୍ଷକ, ପଡୋଶୀ ଘର ଝିଅକୁ କରୁଥିଲେ ଦୁଷ୍କର୍ମ

ଭୁବନେଶ୍ୱର -: ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ…

ଯାହା ଖାଇବ ସବୁକିଛି ମାତ୍ର ପାଞ୍ଚ ଟଙ୍କା, ପନୀର ଟିକା-ଭେଜ୍‌ ଲଲିପପ୍‌-ପନୀର ସ୍ପ୍ରିଙ୍ଗରୋଲ ସବୁକିଛି ୫ 

କଟକ – : ଯାହା ଖାଇବେ ପାଞ୍ଚ ଟଙ୍କା, ହଁ ଆଜ୍ଞା ଯାହା ଖାଇବାକୁ ଆପଣ ଇଚ୍ଛା କରିବେ, ସେ ପନୀର ଟିକା ହେଉ, ଭେଜ୍‌ ଲଲିପପ୍‌ ହେଉ କିମ୍ବା ପନୀର ସ୍ପ୍ରିଙ୍ଗ ରୋଲ ପୋଟାଟୋ ଟିକା ହେଉ ସବୁକିଛି ପାଇବେ ମାତ୍ର…

ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକଙ୍କ ଯୋଗଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି l ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜ଼ିଲ୍ଲା ରେ ଶାରୀରିକ…

କୋକସରାରେ ଭାରତ ବନ୍ଦ ସଫଳ

କୋକସରା -: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବୁଧବାର ୧୦ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଦସ୍ୟ କ୍ଷିରସିନ୍ଧୁ ବୋଡକିଆଙ୍କ ନେତୃତ୍ୱରେ…

ବେଆଇନ ଗୃହର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବେଆଇନ ଗୃହ ନିର୍ମାଣକୁ ନେଇ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ। ଉଚ୍ଛେଦ ସମୟରେ ପ୍ରଶାସନ ଏବଂ ଜନସାଧାରଣ ମୁହାଁ ମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

error: Content is protected !!