ବିଦ୍ୟାଳୟରେ ପିଲା ମାନଙ୍କୁ ଦେଲେ ପୋକରା ଚାଉଳର ବିଷାକ୍ତ ଖାଦ୍ୟ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବିଦ୍ୟାଳୟ ରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ।ଏଭଳି ଅଭାବନୀୟ ଓ ଆଶ୍ଚଯ୍ୟର୍ ର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ…

ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗୀର/ପାଟଣାଗଡ଼ – ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁତମୁଣ୍ଡା ମୁହୁରୀ କଲାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀହିରାଧର କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀଯୁକ୍ତ…

ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ଇ-ବସ୍‌, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ବର -: ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି…

ଦଶମ ଶ୍ରେଣୀର ଶେଷ ପରିକ୍ଷା ଦେବା ପୂର୍ବରୁ ଛାତ୍ରାବାସ ଛାତରୁ ପଡି ପ୍ରାଣ ହାରିଲେ …

ରାୟଗଡ଼ା/ବିଷମ କଟକ -: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୋପାପଦର୍ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସ ଛାତ ଉପରୁ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଉକ୍ତ ଛାତ୍ରକୁ…

ସମାଜସେବୀଙ୍କ ନିଆରା ପ୍ରୟାସ : ସ୍କୁଲ ଯିବ ବାପା ମା ଛେଉଣ୍ଡ ଶିଶୁ ରାଜେଶ

ଭବାନୀପାଟଣା/କଳାହାଣ୍ଡି(ଜଗୁଲାଲ ମାଝୀ) -: ଛୋଟ ଛୋଟ ଶିଶୁ ମାନେ କିପରି ବିଦ୍ୟାଳୟ ମୁହାଁ ହେବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି l ପିଲା ମାନନକୁ ବହି ବସ୍ତାନି ଠାରୁ ଆରମ୍ଭ କରି ଖାଇବା ଓ ଡ୍ରେସ…

ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ନୂତନ ଶାଖା ଡାକଘର ଉଦଘାଟନ

ନର୍ଲା(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମରେ ଆଜି ନୂତନ ଶାଖା ଡାକଘର କାର୍ଯ୍ୟାଳୟ ଉଦଘାଟନ ହୋଇଛି, ଏଥିରେ ନର୍ଲା ଜୋନ 2 ର ଜିଲ୍ଲାପରିଷଦ ଶ୍ରୀ ହରିଶଙ୍କର ମାଝୀ ନିଜ କରକମଳରେ ଫିତା କାଟି…

ପଦ୍ମପୁରରେ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର -: ବରଗଡ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ମୁଣ୍ଡୁଲି, କଟକ ତରଫରୁ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର…

ସାଇବର ଅପରାଧିଙ୍କ ଟାର୍ଗେଟରେ ଲୋକସଭା ବାଚସ୍ପତି, ଢେଙ୍କାନାଳ-କଟକ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର ତନାଘନା

କଟକ/ଢେଙ୍କାନାଳ -: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଗୋଟିଏ ନୁହେଁ, ତିନୋଟି ନକଲି ହ୍ବାଟ୍‌ସଆପ୍ ଆକାଉଣ୍ଟ ଖୋଲିଛନ୍ତି ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍। ଏହି ତିନୋଟି ଆକାଉଣ୍ଟ ଖୋଲାଯାଇଥିବା ମୋବାଇଲ୍ ନମ୍ବର ୭୮୬୨୦୯୨୦୦୮, ୯୪୮୦୯୧୮୧୮୩ ଏବଂ ୯୪୩୯୦୭୩୮୭୦ କ୍ରାଇମବ୍ରାଞ୍ଚ ଠାବ…

ଜଗତସିଂହପୁର ଜିଲ୍ଲାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ, ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ,ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଜିଲ୍ଲା ଓକିଲ ସଂଘର ପ୍ରସ୍ତାବିତ ବାର୍ ଗୃହ, ସ୍ଥାୟୀ କ୍ୟାଣ୍ଟିନ୍, ପୋଷ୍ଟ ଅଫିସ୍ ପ୍ରତିଷ୍ଠା ଓ ପରିବାର ଓ ପୋକ୍ସୋ କୋର୍ଟର ପ୍ରସ୍ତାବିତ…

ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି

ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫…

error: Content is protected !!