ଗୋ ଚାଲାଣ ପ୍ରସଙ୍ଗରେ ପୋଲିସ ଡିଜି, ରାଜ୍ୟ ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ -: ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ…

ଯବାନଙ୍କ ପାଇଁ ଗର୍ଭବତୀ ମହିଳାଙ୍କ ଜିବନ ବିପଦମୁକ୍ତ ହେଲା, ସାଲ୍ୟୁଟ୍ ଆପଣଙ୍କ ଏହି ମହନୀୟତା ପାଇଁ

ମାଲକାନଗିରି -: ଅପରାଧୀଙ୍କୁ ଦଣ୍ଡ ଏବଂ ଅସହାୟକୁ ସାହାଯ୍ୟ କରୁଛି ଯବାନ । ଏଭଳି ଯୁକ୍ତି ବଢ଼ିଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡର ଡିଆରଜି ଯବାନ । ଜଙ୍ଗଲ ଭିତରେ ବାସ କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନେବା ଘଟଣା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

ଉପନିର୍ବାଚନ ପାଇଁ ବିଜେଡି ଭିତରେ ଆରମ୍ଭ ହେଲାଣି କନ୍ଦଳ, ମନ୍ତ୍ରୀଙ୍କ ପାଇଁ ହୋଇପାରେ ଦୁଇଫାଳ

ଝାରସୁଗୁଡା -: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯଦିଓ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଠିକ୍ ଏମିତି ସମୟରେ ଆଜି ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ…

ନକ୍ସଲଙ୍କ ଉଗ୍ରରୁପ, ଜାଳିଦେଲେ ୭ଟି ଗାଡି

ମାଲକାନଗିରି -: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବାଲିଘାଟରେ ଲାଗିଥିବା ୭ଟି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ଜିଲ୍ଲାର ନମେଡ ଥାନା ଅଂଚଳର ମୀନଗାଚଲ ନଦୀ ଘାଟରେ…

ବଜାରରେ ମିଳୁଛି ଏହି ବ୍ରାଣ୍ଡର ନକଲି ସର୍ଫ, ସାବଧାନ …

କଟକ -: ବଜାରରେ ମିଳୁଛି ନକଲି ସରଫଏକ୍ସଏଲ । ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ…

ଟାଟାପାୱାରର ଦାଦାଗିରି ଓ ଅନ୍ୟ ସମସ୍ୟା ନେଇ ଏକାଠି ହେଲେ ୧୯ଟି ପଞ୍ଚାୟତର କୃଷକ ସଂଗଠନ କର୍ମକର୍ତ୍ତା

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ୧୯ ଟି ଗ୍ରାମ ପଂଚାୟତର କର୍ମକର୍ତ୍ତା ମାନଙ୍କୁ ନେଇ ଭେଲୁଅପଦର ଗ୍ରାମ ସ୍ଥିତ ଆମ୍ବ ତୋଟା ରେ ବ୍ଲକ ସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶ୍ରୀ ଯୁକ୍ତ…

ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ : ୧୮ଜଣ ଶିକ୍ଷକ ସମ୍ବର୍ଦ୍ଧିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କର୍ମମୟ ଜୀବନରୁ ଅବସର ନେଇଥିବା ପ୍ରେମରାଜ ପଧାନ, ଫଗୁ ଲୁହା, ଅଭିରାମ ବାରିକ, ଗଙ୍ଗାଧର ପଧାନ, ସ୍ବାଧୀନ କୁମାର ସାହୁ,…

ନିର୍ବାଚନ ସରିଗଲା, ଜନସାଧାରଣଙ୍କ ଦୁଃଖ ବୁଝିବାକୁ କେହି ନାହିଁ …

ପୁରୀ (ମଣ୍ଟୁ ଭୋଇ)- ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ସମସ୍ୟା କହିଲେ ନସରେ । ନିର୍ବାଚନ ଆସିଲା ନେତା ମନ୍ତ୍ରୀଙ୍କ ଲମ୍ବାଲାଇନ ଲାଗିଲା, ଲମ୍ବା ଲମ୍ବା ମିଠା ମିଠା ପ୍ରତିସୃତି ଦେଇ ଭୋଟ ହାତେଇ ନେଲେ । ଗାଦିରେ ବସିପଡିବା…

ମ.ରାମପୁରରେ ପୁଣି ମାଓ ପୋଷ୍ଟର, ଟାର୍ଗେଟରେ ଶ୍ରୀ ଏଜୁକେଶନ ଶିକ୍ଷା ସଂସ୍ଥାନ

କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଲାଲବାହିନୀ ସକ୍ରିୟ ହେବାରେ ଲାଗିଛନ୍ତି । ଗତ କିଛିଦିନ ତଳେ ସାମ୍ବାଦିକ ରୋହିତ ବିଶ୍ୱାଳ ଲ୍ୟାଣ୍ଡ ମାଇନ ବିସ୍ପୋରଣର ଶିକାର ହୋଇଥିଲେ । ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର…

error: Content is protected !!