ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ…
Category: ଜିଲ୍ଲା ଖବର
ଖାକି ପିନ୍ଧା ସ୍ୱାମୀଙ୍କ ଅତ୍ୟାଚାର ସହି ପାରିଲେନି ସ୍ତ୍ରୀ, ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ …
ଢେଙ୍କାନାଳ -: ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଜଣେ କନେଷ୍ଟବଳଙ୍କ ପତ୍ନୀ । ଆଜି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ…
ଢେଙ୍କାନାଳ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା …
ଢେଙ୍କାନାଳ /ଭୁବନ -: ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ ଟ୍ରକ । ଘଟଣାସ୍ଥଳରେ ଦଶଚକିଆ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ…
ବିବାହ ପ୍ରତିଶ୍ରୁତି ଶାରିରୀକ ସଂପର୍କ ପରେ ଧୋକା …
ଥୁଆମୂଳ ରାମପୁର -: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ…
ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ, ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା
ସୋନପୁର -: ହିନ୍ଦୁ ସବୁଠୁ ଆଗରେ ରହୁ । ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆ । ସେହିପରି…
ତାଣ୍ଡବ ରଚିଲା କାଳବୈଶାଖୀ, ପାନବରଜ ଓ ଧାନ ଫସଲ ନଷ୍ଟ
ବାଲେଶ୍ୱର/ ଭୋଗରାଇ -: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ…
