କାହା ଭରସାରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା ଶାରଳା ?

ଜଗତସିଂହପୁର -: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ତାଙ୍କ ମନ୍ଦିର ପ୍ରତି ଅବହେଳାର ସୀମା ଟପିଲାଣି । ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ିଲାଣି । ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ ପୂରାଉନାହିଁ । ମନ୍ଦିର…

ଓଲଟିଲା ଗଞ୍ଜେଇ ବୋଝେଇ ପିକଅପ,ଏହି ଅଞ୍ଚଳରେ ଡ୍ରଗ୍ସ ମାଫିଆଙ୍କ ହବ ପାଲଟିଛି

ଭଞ୍ଜନଗର -: ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ହେବା ପରେ ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି…

ଗୋ ଚାଲାଣ ପ୍ରସଙ୍ଗରେ ପୋଲିସ ଡିଜି, ରାଜ୍ୟ ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ -: ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ…

ଯବାନଙ୍କ ପାଇଁ ଗର୍ଭବତୀ ମହିଳାଙ୍କ ଜିବନ ବିପଦମୁକ୍ତ ହେଲା, ସାଲ୍ୟୁଟ୍ ଆପଣଙ୍କ ଏହି ମହନୀୟତା ପାଇଁ

ମାଲକାନଗିରି -: ଅପରାଧୀଙ୍କୁ ଦଣ୍ଡ ଏବଂ ଅସହାୟକୁ ସାହାଯ୍ୟ କରୁଛି ଯବାନ । ଏଭଳି ଯୁକ୍ତି ବଢ଼ିଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡର ଡିଆରଜି ଯବାନ । ଜଙ୍ଗଲ ଭିତରେ ବାସ କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନେବା ଘଟଣା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

ଉପନିର୍ବାଚନ ପାଇଁ ବିଜେଡି ଭିତରେ ଆରମ୍ଭ ହେଲାଣି କନ୍ଦଳ, ମନ୍ତ୍ରୀଙ୍କ ପାଇଁ ହୋଇପାରେ ଦୁଇଫାଳ

ଝାରସୁଗୁଡା -: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯଦିଓ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଠିକ୍ ଏମିତି ସମୟରେ ଆଜି ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ…

ନକ୍ସଲଙ୍କ ଉଗ୍ରରୁପ, ଜାଳିଦେଲେ ୭ଟି ଗାଡି

ମାଲକାନଗିରି -: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବାଲିଘାଟରେ ଲାଗିଥିବା ୭ଟି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ଜିଲ୍ଲାର ନମେଡ ଥାନା ଅଂଚଳର ମୀନଗାଚଲ ନଦୀ ଘାଟରେ…

ବଜାରରେ ମିଳୁଛି ଏହି ବ୍ରାଣ୍ଡର ନକଲି ସର୍ଫ, ସାବଧାନ …

କଟକ -: ବଜାରରେ ମିଳୁଛି ନକଲି ସରଫଏକ୍ସଏଲ । ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ…

ଟାଟାପାୱାରର ଦାଦାଗିରି ଓ ଅନ୍ୟ ସମସ୍ୟା ନେଇ ଏକାଠି ହେଲେ ୧୯ଟି ପଞ୍ଚାୟତର କୃଷକ ସଂଗଠନ କର୍ମକର୍ତ୍ତା

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ୧୯ ଟି ଗ୍ରାମ ପଂଚାୟତର କର୍ମକର୍ତ୍ତା ମାନଙ୍କୁ ନେଇ ଭେଲୁଅପଦର ଗ୍ରାମ ସ୍ଥିତ ଆମ୍ବ ତୋଟା ରେ ବ୍ଲକ ସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶ୍ରୀ ଯୁକ୍ତ…

ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ : ୧୮ଜଣ ଶିକ୍ଷକ ସମ୍ବର୍ଦ୍ଧିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କର୍ମମୟ ଜୀବନରୁ ଅବସର ନେଇଥିବା ପ୍ରେମରାଜ ପଧାନ, ଫଗୁ ଲୁହା, ଅଭିରାମ ବାରିକ, ଗଙ୍ଗାଧର ପଧାନ, ସ୍ବାଧୀନ କୁମାର ସାହୁ,…

error: Content is protected !!