କଳାହାଣ୍ଡ(ଜଗୁଲାଲ ମାଝୀ) -: ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ…
Category: ଜିଲ୍ଲା ଖବର
ଇଣ୍ଡିଆ ବୁକସ ରେକର୍ଡରେ ରାମପୁରର ତିନି ବର୍ଷର କୁନିଝିଅ ଦେବାନ୍ସି (video)
କଳାହାଣ୍ଡ(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାମପୁର ପୋଲିସ ପଡାର ତିନିବର୍ଷର କୁନି ଝିଅର କମାଲ । ସେ ଇଣ୍ଡିଆ ବୁକସ ରେକର୍ଡ କରି ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ପିତା ବିକାଶରଞ୍ଜନ…
ବୋହୁ କରୁଥିଲା ରାସଲିଳା , ଶ୍ୱଶୁର ଦେଖିଦେବାରୁ ଶାବଳ ଭୁଷି ମାରିଦେଲା
ବାଲେଶ୍ୱର -: ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି । ବୃଦ୍ଧ ଜଣକ…
ତେଜସ୍ୱନୀ ନାରୀ ପ୍ରତିଭା ସମ୍ମାନ-୨୦୨୨
ବଲାଙ୍ଗିର -: ବଲାଙ୍ଗିର ସହରରୁ ଡିଜିଟାଲ କଳାପଟା ତେଜସ୍ୱିନୀ ନାମରେ ଲିଲି ପଟେଲଙ୍କ ସମ୍ପାଦନାରେ ପ୍ରକାଶ ପାଇଁ ଆସୁଛି । ନୂତନ ନୂତନ କବି କବୟତ୍ରୀ ମାନଙ୍କୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ କବି କବୟତ୍ରୀ ମାନଙ୍କ ସ୍ବରଚିତ କବିତା ତେଜସ୍ୱନୀ…
ଖୋର୍ଦ୍ଧାର ଧଳାଜହର ବେପାରୀଙ୍କୁ ଧରିଲା ପୁରୀ ପୋଲିସ
ପୁରୀ -: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ । ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି । ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ…
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ଉପରେ ଶାବଳ ପକାଇ ମାରିଦେଲା ସ୍ୱାମୀ
କୋରାପୁଟ -: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀର ଶାବଳ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ୱାମୀକୁ ଗିରଫ କରାଯାଇଛି । ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଓ ଫୋରନେସିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।…
ଗିରଫ ହୋଇ ଜେଲ ଜିବେ କେନ୍ଦୁଝର ଜିଲ୍ଲାପାଳ !
ଭୁବନେଶ୍ୱର -: ଜାତୀୟ ଜନଜାତି ଆୟୋଗଙ୍କ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଛି । ଜିଲାପାଳଙ୍କୁ ଜନଜାତି ଆୟୋଗଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦେଶ ଦିଆଯାଇଛି । ଏକାଧିକ ମାମଲାରେ ଜିଲାପାଳଙ୍କୁ ହାଜର…
ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପିଠରେ ଚୈତ୍ରପର୍ବ ଓ ବାସନ୍ତୀକ ନବରାତ୍ର ପାଳିତ
କଟକ/ବଡ଼ମ୍ବା -: ଓଡିଶାର ଅନ୍ୟତମ ଦେବୀ ପିଠଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ…
