ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ…

ପୁଲିସ ବିଭାଗର ବିଚିତ୍ର ନୀତି, ଥାନାରୁ ବଦଳି ପରେ ବି …

ବରଗଡ(ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ଜଗଦଲପୁର ଥାନାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଲୁଛି।ଥାନାରେ କାମ କରୁଥିବା ଜନୈକ ହାବିଲଦାରର ଗତ ନଭେମ୍ବର ମାସରେ ସ୍ଥାନାନ୍ତରୀତ ହୋଇଛି।ସେ ବର୍ତ୍ତମାନ ସୁଦ୍ଧା ଜଗଦଲପୁର ଥାନାରୁ କ୍ବାର୍ଟର ଛାଡି ନାହାନ୍ତି।ଉଚ୍ଚ କର୍ତ୍ତୃପକ୍ଷକୁ ଚକମା ଦେଖାଇ…

ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ

ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍‌ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…

ଡାକିନେଇ ଯବାନଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି -: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମିଳିଥିବା ସୂଚନା ଅନୁଯାୟୀ କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।…

ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…

ଆରପାରିରେ ପଶ୍ଚିମାଞ୍ଚଳର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ପଶ୍ଚିମାଞ୍ଚଳର ଜଣେ ଟାଣୁଆ କଂଗ୍ରେସ ନେତା,ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ବର୍ଗତ ସେଠ କଂଗ୍ରେସରୁ ତାଙ୍କ ରାଜନୈତିକ କ୍ୟାରିୟର…

ଆଇଆଇସିଙ୍କ ମୃତ୍ୟୁ ପଛରେ କିଏ ? ଆସିଲା ସାଂଘାତିକ ଅଭିଯୋଗ

ଗଞ୍ଚାମ/ଭଞ୍ଜନଗର -: ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ମୃତକଙ୍କ ମାଆ ସାଘାଂତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ପୁଅ ମୃତ୍ୟୁର କିଛି ସମୟ ପୂର୍ବରୁ ଦୁଇ ଜଣ ପୋଲିସ କର୍ମଚାରୀ ଘରକୁ…

ଭାଉଜଙ୍କ ପାଇଁ ନବ ବିବାହିତ ଦମ୍ପତିଙ୍କ ଜିବନ ଗଲା

କେନ୍ଦ୍ରାପଡା -: ସମ୍ପର୍କୀୟ ଭାଉଜଙ୍କ ସହ ନିବିଡ଼ ପ୍ରେମ ସମ୍ପର୍କକୁ ନେଇ ଉଗ୍ର ହୋଇଥିଲା ପାରିବାରିକ କଳହ । କଳହ ଶେଷର ପରିଣତି ଆଣିଦେଲା ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ କଳପଡା ଗ୍ରାମରେ…

ସାମ୍ବାଦିକଙ୍କ ମା’ ଭଉଣୀ ଉଡାଇଲେ ବିଡିଓଙ୍କ ସ୍ୱାମୀ : ରୁଜୁ ହେଲା ମାମଲା, ଗିରଫ ହେବେ କେବେ ?

କଳାହାଣ୍ଡି/କୋକସରା – କୋକସରା ବିଡ଼ିଓ ମନୀଷା ଦାସଙ୍କ ସ୍ୱାମୀ ବଳରାମ ବଗର୍ତ୍ତି କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କୁ ଧମକ ପୂର୍ଣ ଗାଳିଗୁଲଜ ଓ ଜୀବନରେ ମାରିବା ଧମକ ସମ୍ପର୍କରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସମୁହ ।…

କୋରାପୁଟରେ ଭୁଷୁଡିଲା ବିଜେଡିର ଦୁର୍ଗ

କୋରାପୁଟ -: ପୈାରାଧ୍ୟକ୍ଷ ନିର୍ବାଚନରେ ରାଜ୍ୟସାରା ବିଜେଡି ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାରେ ଧୁଳି ଚାଟିଛି । ତ୍ରିସ୍ତରୀୟ ପଞ୍ଜଞ୍ଜଞ୍ଚାୟତ ନିର୍ବାଚନ ପରି ପୈାର ନିର୍ବାଚନରେ ସଫଳତା ପାଇନି । କୋରାପୁଟ ଜିଲ୍ଲାର ୪ ପୈାର ପରିଷଦରୁ କେବଳ କୋରାପୁଟ…

error: Content is protected !!