ବରଗଡ଼ରେ ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ପାଳିତ

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ମଞ୍ଚାସୀନ…

ମାଓ ଗଡରେ ପୋଲିଷ ଡିଜି ସୁନୀଲ ବଂସଲ

କୋରାପୁଟ -: ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।…

ଆଠଗଡ କଂଗ୍ରେସର ସତ୍ୟପାଠ ଜରିଆରେ ୧୮ ଟି ନିର୍ବାଚନୀ ଇସ୍ତାହାର ଜାରିକଲା,

ଆଠଗଡ ବାସୀଙ୍କ ପାଇଁ ଆମେ ମାନେ ଉତ୍ତରଦାୟୀ, ଥରୁଟିଏ ସୁଯୋଗ ଦିଅନ୍ତୁ ସେବାକରିବାର ଆଠଗଡ -: ସବୁ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି ହେଲେ ଆଠଗଡରେ କଂଗ୍ରେସ ଦଳ ୧୮ ସୁତ୍ରୀ ଇସ୍ତାହାରକୁ ନୂତନ ଢଙ୍ଗରେ ଜାରି କରିଛି…

ନିର୍ବାଚନୀ ହିଂସା ! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି -: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର…

ଭୀମସାର ବୁର୍ଲାରେ ମିଳିଲାନି ଆଇସିୟୁ,ଅକାଳରେ ଝଡ଼ିଗଲା ଆଉ ଏକ ଜୀବନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ଆଇ.ସି.ୟୁ ଅଭାବରୁ ରୋଗୀମାନେ ମୃତ୍ୟୁବରଣ କରିବା ଏକ ନିତିଦିନିଆ ଘଟଣା l କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଅକୁହା ବେଦନା ଲୋକଙ୍କ ମନ ଭିତରେ ଚାପି ହେଇ ଯାଉଛି…

କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !

କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ…

ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…

ବରପାଲିରେ ବିଜେଡି ହେଭିୱେଟ୍ ନେତାଙ୍କ ପ୍ରଚାର ଜୋରଦାର

ବରଗଡ଼(ନିରଞ୍ଜନ ତ୍ରିପାଠୀ) – ଓଡିଶା ତଥା ପଡୋଶୀ ଜିଲ୍ଲା ସୋନପୁରର ହେଭିୱେଟ୍ ନେତା ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ପ୍ରଚାର ରେ ଆସି ବିଜୁଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ…

ହୋଲି  ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଛେତଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ପାଇକମାଳ ସ୍ଥିତ ବାସଭବନରେ ହୋଲି ଅବସରରେ ଏକ  କବିତା ପାଠୋତ୍ସବ କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ସାହୁ ସମସ୍ତଙ୍କୁ…

ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ…

error: Content is protected !!