ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ୧୪୪ ଲାଗୁ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି…
Category: ଜିଲ୍ଲା ଖବର
ବାଲିକୁଦା ଥାନପତି ପରିସରରେ ବରିଷ୍ଠ ସାମ୍ବାଦିକ ଅଜୟ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ବାଲିକୁଦା ମା ଥାନପତିଙ୍କ ପୀଠ ପରିସରରେ ବାଲିକୁଦା ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ବର୍ଗତ ଅଜୟ କୁମାର ଜେନାଙ୍କ…
“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର
ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet…
ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର୧୦୦ବର୍ଷ ପୂର୍ତ୍ତି ପାଳନ
ଜଗତସିଂହପୁର -: ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତୀ ଜ଼ିଲ୍ଲା ସ°ସ୍କୃତି ବିଭାଗ ଓ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜଗତସିଂହପୁର ଥାନା ପରିସର ଓ ଗାନ୍ଧି ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ…
ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ : ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ
ଥୁଆମୂଳ ରାମପୁର -: ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ହିଁ ଅଞ୍ଚଳର ବିକାଶ ପଛର ବିଶେଷ ମହତ୍ତ୍ଵ ହୋଇଥାଏ।ଯହା ଏକ ସ୍ବାଧିନ ରାଷ୍ଟ୍ରର ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ପରିକଳ୍ପନା ହୋଇଥାଏ। କିନ୍ତୁ…
ନିର୍ବାଚନ ପ୍ରଚାର ଶେଷ : ଶେଷ ଦିନରେ କଂଗ୍ରେସର ପ୍ରଚାର ଜୋରଦାର
ଆଠଗଡ଼ – : ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ…
ପୁଣି ଲାଗିଲା ଖାକିରେ କଳଙ୍କର ଛିଟା, ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏ.ଏସ୍.ଆଇ
ଭବାନୀପାଟଣା,/ଥୁଆମୂଳ ରାମପୁର -: ପୁଣି ଖାକିରେ କଳଙ୍କର ଛିଟା ।୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ଥାନାର ଏ.ଏସ୍.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ।ମଙ୍ଗଳବାର ଭିଜିଲାନ୍ସ ଭବାନୀପାଟଣା ବସ୍ ଷ୍ଟାଣ୍ଡ ଠାରେ ଲାଲ୍…
ମାନସ ହତ୍ୟାକାଣ୍ଡ ପଛରେ ବହୁ ବଡ ବଡ ଶକ୍ତି, ଅଫିସରଙ୍କ ଠାରୁ ମନ୍ତ୍ରୀ …
ଭୁବନେଶ୍ୱର -: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିଶେଷକରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧରାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ…
କାୟାକଳ୍ପ ଟିମର ଦିନକିଆ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିଛନ୍ତି ।ଏହି ଟିମର ସଦସ୍ୟ ଡାକ୍ତର ବସନ୍ତ କୁମାର ପ୍ରଧାନ । ଡାକ୍ତର ନିରଞ୍ଜନ ପ୍ରଧାନ ଓ ସଂଘମିତ୍ରା ରାଉତ ପ୍ରମୁଖ ପରିଦର୍ଶନରେ ଆସି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର…
