ବରଗଡ଼ -: ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସ୍ବତନ୍ତ୍ର ସମ୍ମାନୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ,କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତିରାଣୀ ସାମନ୍ତ ଯୋଗଦାନ କରିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର…
Category: ଜିଲ୍ଲା ଖବର
ମାଓ ଗଡରେ ପୋଲିଷ ଡିଜି ସୁନୀଲ ବଂସଲ
କୋରାପୁଟ -: ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।…
ଆଠଗଡ କଂଗ୍ରେସର ସତ୍ୟପାଠ ଜରିଆରେ ୧୮ ଟି ନିର୍ବାଚନୀ ଇସ୍ତାହାର ଜାରିକଲା,
ଆଠଗଡ ବାସୀଙ୍କ ପାଇଁ ଆମେ ମାନେ ଉତ୍ତରଦାୟୀ, ଥରୁଟିଏ ସୁଯୋଗ ଦିଅନ୍ତୁ ସେବାକରିବାର ଆଠଗଡ -: ସବୁ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି ହେଲେ ଆଠଗଡରେ କଂଗ୍ରେସ ଦଳ ୧୮ ସୁତ୍ରୀ ଇସ୍ତାହାରକୁ ନୂତନ ଢଙ୍ଗରେ ଜାରି କରିଛି…
ନିର୍ବାଚନୀ ହିଂସା ! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ
ପିପିଲି -: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର…
କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !
କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ…
ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା
ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…
