ଏଥର ଆଧାରକାର୍ଡ ପାଇବା ହେଲା ଆପଣଙ୍କ ପାଇଁ ସହଜ, କେମିତି ପାଇପାରିବେ ଆସନ୍ତୁ ଜାଣିବା

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ବି ନିଜର ଆଧାର କାର୍ଡ ଡାଉନଲୋଡ କରିପାରିବେ। ପୂର୍ବରୁ ୟୁଜର୍ସଙ୍କୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଆଧାର ସହ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରର…

ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ

ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।…

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୁପୁର୍ ଶର୍ମା …!

ନୂଆଦିଲ୍ଲୀ -: ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ୬/୭ ମାସ ମଧ୍ୟରେ ଦଳକୁ ଫେରାଇ ଅଣାଯାଇ ବଡ଼ ନେତ୍ରୀ ଭାବେ ଉପସ୍ଥାପନ କରାଯିବ ଏବଂ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଛି ବୋଲି ଶନିବାର…

ଖୁବଶୀଘ୍ର ଭାରତରେ ଶସ୍ତାରେ ସମସ୍ତେ ପାଇବେ ୫ଜି(5G) ସେବା …

ନୂଆଦିଲ୍ଲୀ -: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା  ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ  ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।…

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଜୀବନରୁ ମାରିଦେବାକୁ ଧମକ, ଦେଖନ୍ତୁ ଭିଡିଓ

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପୁଣି ଜୀବନରୁ ମାରିଦେବାକୁ ଧମକ ମିଳିଛି। କେହି ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କରି କହିଛନ୍ତି ଯେ ‘ମୁଁ ଇକବାଲ୍‌ କାସ୍‌କରର ଲୋକ କହୁଛି। ବହୁତ ଜଲ୍‌ଦି ତୁମର…

ସ୍ୱାମୀର ଛୁରା ସ୍ତ୍ରୀ ଗୁରୁତର, ଭିଡିଓ କଲରେ କଥା ହେବା ହେଲା ମହଙ୍ଗା

ବଲାଙ୍ଗୀର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ। ତାହା ଦେଖିବା…

ଅଗ୍ନିପଥ ଯୋଜନାକୁ ନେଇ ଗୃହ ମନ୍ତ୍ରଣାଳୟ ନେଲା ଏଭଳି ବଡ ନିଷ୍ପତ୍ତି, ଆସନ୍ତୁ ଜାଣିବା ସଂମ୍ପୁର୍ଣ୍ଣ ଅଗ୍ନିପଥ ବିଷୟରେ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଚାଲିଛି। ଏହାମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ୍‌ କରାଯାଇଛି। ଯେଉଁଥିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ…

ମା’ଙ୍କ ଜନ୍ମ ଦିନରେ ପାଦଧୋଇ ଆଶିଷ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ୍ -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାଆଙ୍କ ଜନ୍ମଦିନ ଅବସରରେ ଆଶିଷ ଭିକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗାନ୍ଧୀନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ଆଜି ବଡ଼ି ସକାଳୁ ପ୍ରଧାନମନ୍ତ୍ରୀ…

ଏଥର ସମସ୍ତେ ବିଦେଶରେ ପାଠପଢିବାର ସୁଯୋଗ ପାଇପାରିବେ, କେମିତି କରିବେ ଆବେଦନ ଆସନ୍ତୁ ଜାଣିବା

ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଫରେନ୍‌ରେ ପଢ଼ିବାକୁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଲିପ୍‌ ସ୍କଲାର (Leap Scholar)। ଲିପ୍‌ ସ୍କଲାର ପକ୍ଷରୁ ଆରମ୍ଭ ହୋଇଛି ଦ ଲିପ୍‌ ସ୍କଲାରସିପ୍‌ ୨୦୨୨ (The Leap Scholarship 2022)।…

ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ

ନୟାକୋଟ -: ପୁଅ ବୁଝି ପାରିଲାନି ମମତାର ମୂଲ୍ୟ। ଡ୍ରେସ କିଣିବା ପାଇଁ ଟଙ୍କା ନ ମିଳିବାରୁ ମା’ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ପୁଅ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ…

error: Content is protected !!