ନୂଆଦିଲ୍ଲୀ -: ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ…
Category: ଦେଶ- ବିଦେଶ
ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ବାହାରେ ସତ୍ୟାଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ -: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି…
ସଲମାନ୍ଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, ଧୀରେ ଧୀରେ ଖୋଲୁଛି ସବୁ ରହସ୍ୟ
ନୂଆଦିଲ୍ଲୀ -: କିଛି ଦିନ ତଳେ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ପରେ ସଲମାନ୍ ଖାନ୍ ଓ ତାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା। ସଲମାନଙ୍କ ବାପା ସଲିମ୍ ଖାନ୍ ଓ୍ଵାକିଂ କରିବାକୁ ଯିବା ବେଳେ ଏକ…
ବିବାଦୀୟ ମନ୍ତବ୍ୟ ଦେଇ ହରଡଘଣାରେ କଂଗ୍ରେସ ସାଂସଦ,’ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ’
ନୂଆଦିଲ୍ଲୀ -: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମାତା ସୀତାଙ୍କୁ…
୩୦୦ ଫୁଟ ତଳକୁ ଖସି ପଡିଥିବା୨ ବର୍ଷର ଶିଶୁର ଜୀବନ ବଞ୍ଚାଇଲେ ଭାରତୀୟ ଯବାନ, ଦେଖନ୍ତୁ ଭିଡିଓ
ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ସମୟ ହେଉ। ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପରଥାନ୍ତି। ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ ।…
ଇସ୍ଲାମ୍କୁ ଅପମାନ ଅଭିଯୋଗରେ ଫେସନ୍ ମଡେଲ୍ ସହ ୩ ଗିରଫ
ଇସ୍ଲାମାବାଦ୍ -: ଇସ୍ଲାମ୍ ଏବଂ କୋରାନ୍କୁ ଅପମାନିତ କରୁଥିବା ଦୋଷାରୋପ କରି ଜଣେ ସୁପରିଚିତା ଆଫଗାନ୍ ଫେସନ୍ ମଡେଲ୍ ଏବଂ ତାଙ୍କର ୩ଜଣ ସହଯୋଗୀଙ୍କୁ ତାଲିବାନ୍ ଗିରଫ କରିଛି। ଫେସନ୍ ସୋ’, ୟୁ ଟ୍ୟୁବ୍ କ୍ଲିପ୍ ଏବଂ ମଡେଲିଙ୍ଗ୍ ପାଇଁ ଜଣାଶୁଣା…
ଗୋଟିଏ ରାତି ପାଇଁ ବର, ଭାଙ୍ଗିଲା ସଂପର୍କ କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଯିିବ
ନୂଆଦିଲ୍ଲୀ -: ବିବାହ ଋତୁରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ବିବାହର କିଛି ସମୟ ପରେ କନ୍ୟା ବୈବାହିକ ସଂପର୍କକୁ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବରର ବୟସ ବହୁତ ଅଧିକ…
ଆପଣ ବ୍ୟାଙ୍କରୁ ଋଣ ନେଇଥିଲେ ପଢନ୍ତୁ ଆରବିଆଇ ନେଲା ଏଭଳି ପଦକ୍ଷେପ, ବଢିଲା ରେପୋ ରେଟ୍
୫୦ ବେସିସ୍ ପଏଣ୍ଟ ବଢାଇଛି ଆରବିଆଇ । ବଢିଲା ରେପୋ ରେଟ୍ । ଫଳରେ ଏହା ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ରେଟ୍ ବଢିବା…
ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ୨୪ ଜଣଙ୍କ ସହ ନାଳକୁ ଖସିପଡ଼ିଲେ ମେୟର ଓ ତାଙ୍କ ପତ୍ନୀ ଦେଖନ୍ତୁ ଭିଡିଓ
ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ…
