ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି…

ଲାଲୁଙ୍କ ଘରେ ଝଗଡା, ବଡ ପୁଅ ଦେଲେ ଏଭଳି ଯାହାକୁ ନେଇ ରାଜନୀତି ହଟଚମଟ

ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା…

ଆମେରିକାକୁ ଋୁଷର ସିଧାସଳଖ ଧମକ …

ୱାସିଂଟନ -: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବାରୁ ଆମେରିକାକୁ ଧମକାଇଛି ରୁଷ । ଆମେରିକାର ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ରୁଷ କହିଛି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ…

ସୋନୁ ସୁଦ୍‌ଙ୍କୁ ନେଇ ଆସିଲା ଏଭଳି ଖବର, ଆପଣଙ୍କ ପାଦତଳୁ ମାଟି ଖସିଯିବ

ମୁମ୍ବାଇ -: କରୋନା ମହାମାରୀ ସମୟରେ ଗରିବଙ୍କ ଭଗବାନ ବନିଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ସେମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଥିଲେ ସୋନୁ । ତାଙ୍କର ଏଭଳି କାମ ପରଦା…

ହନୁମାନ ଚାଳିସା ବିବାଦ : ଜେଲଗଲେ ସାଂସଦ ଓ ବିଧାୟକ

ମୁମ୍ବାଇ -: ହନୁମାନ ଚାଳିସାକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି । ଏହି ବିବାଦ ପାଇଁ ସାଂସଦ ନବନୀତ୍ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗିରଫ ହୋଇଛନ୍ତି । ଗତକାଲି ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ…

୧୮୪ଜଣ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇଦେଲେ ପଞ୍ଜାବ ସରକାର …

ଚଣ୍ଡୀଗଡ -: ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କ…

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ କୋଟିଆରେ ବଢିଲା ଆନ୍ଧ୍ରର ଦାଦାଗିରି, ଅପାରଗ ରାଜ୍ୟ ସରକାର !

କୋରାପୁଟ -: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି । ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ…

ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ…

ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଟି. ରାମା ରାଓ

ଚେନ୍ନାଇ -: ଗତରାତିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଆମେରିକାକୁ ବେଖାତିର କରି ସଲମନ ଦ୍ୱୀପପୁଞ୍ଜ ସହ ରାଜିନାମା ସ୍ୱାକ୍ଷର କଲା ଚୀନ୍‌

ବେଜିଙ୍ଗ୍ -: ନିରପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ୱୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଛନ୍ତି । ସିନ୍‌ହୁଆ ନିଉଜ୍ ଏଜେନ୍‌ସି ରିପୋର୍ଟ ଅନୁସାରେ, ସାମ୍ବାଦିକ…

error: Content is protected !!