ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର୍‌ ହେଲେ ରାଜୀବ କୁମାର, ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିସନର୍‌ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ସୁଶୀଲ୍‌ କୁମାର ମେ ୧୪ରେ ଅବସର ଗ୍ରହଣ କରିବା ପରେ ମେ ୧୫ରେ ରାଜୀବ କୁମାର…

ରାତିରେ ପଡିଲା ହାତଗଣ୍ଠି, ସକାଳୁ କନ୍ୟାକୁ ଛାଡି ବର ଫେରାର

ଭରତପୁର -: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି।…

ବଡ ଘର ବଡ ଗୁମର…, ଶିକ୍ଷାମନ୍ତ୍ରୀଙ୍କ ବୋହୁ ରଶି ଲଗାଇ କଲେ ଆତ୍ମହତ୍ୟା

ଭୋପାଳ -: କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା…

ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭୟଙ୍କର ରୋଗରେ ପିଡିତ, ମେଡିକାଲରେ ଭର୍ତ୍ତି

ବେଜିଙ୍ଗ୍‌ -: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ…

ଟ୍ରଲର ସହ ଧକ୍କା ହେଲା ବରଯାତ୍ରୀ ବସ୍‌; ୨ ମୃତ, ୧୧ ଆହତ

କୋରାପୁଟ -: ଦେଓଘାଟି ନିକଟରେ ଏକ ଟ୍ରଲର ସହ ବସ୍ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର…

‘ଅସାନୀ’ ପ୍ରଭାବରେ ସମୁଦ୍ର କୂଳକୁ ଭାସି ଆସିଲା ସୁନା ରଥ

ଶ୍ରିକାକୁଲମ -: ସମୁଦ୍ର କୂଳକୁ ଭାସି ଆସିଲା ସୁନା ରଥ ! ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ  ଡଙ୍ଗା ଭାସି ଆସି ଥିବା…

ମଦ୍ୟପାନରେ ସର୍ବଶ୍ରେଷ୍ଠ ଓଡ଼ିଶା: ଜାତୀୟସ୍ତରରେ ୧୮%, ଓଡ଼ିଶାରେ ୨୯%

ଭୁବନେଶ୍ବର -: ଓଡ଼ିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି। ଏପରିକି ମଦ୍ୟପାନରେ ବଡ଼ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକାଇ ଦେଇଛି। ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ(୧୫ବର୍ଷରୁ ଅଧିକ) ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ମଦ…

ମହାମେଣ୍ଟକୁ ଅସ୍ୱୀକାର କଲେ କେଜରିୱାଲ, ୧୩୦କୋଟି ଭାରତୀୟଙ୍କ ପାଇଁ କାମ କରିବୁ

ନାଗପୁର -: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ପାଇଁ କୌଣସି ମହାମେଣ୍ଟ ସହ ଜଡ଼ିତ ହେବା ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ତାଙ୍କର ମେଣ୍ଟ ବା ସମ୍ପର୍କ କେବଳ ୧୩୦ କୋଟି ଭାରତୀୟଙ୍କ ସହ। ସୋମବାର ନାଗପୁରଠାରେ ଅନୁଷ୍ଠିତ…

‘ଦ କଶ୍ମୀର ଫାଇଲ୍‌ସ’ ଉପରେ ଲାଗିଲା ପ୍ରତିବନ୍ଧକ 

ନୂଆଦିଲ୍ଲୀ -: ମୁସଲମାନ ବହୁଳ କଶ୍ମୀର ଉପତ୍ୟକାରୁ ହିନ୍ଦୁମାନଙ୍କ ପଳାୟନ ଉପରେ ନିର୍ମିତ ବଲିଉଡ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍‌ସ’କୁ ସିଙ୍ଗାପୁରରେ ନିଷେଧ କରିବାକୁ ସିଙ୍ଗାପୁର ସରକାର ନିଷ୍ପତ୍ତି ନେଇଛନ୍ତି। କାରଣ ଏହି ଚଳଚ୍ଚିତ୍ରଟି ବହୁ ଜାତି ଓ ଧର୍ମର ଲୋକ ରହୁଥିବା…

ପୁଟିନଙ୍କ ପ୍ରତିଜ୍ଞା ୧୯୪୫ ପରି ଆମେ ବିଜୟୀ ହେବୁ

ମସ୍କୋ -: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି…

error: Content is protected !!