ନୂଆଦିଲ୍ଲୀ -: ଦେଶର ପ୍ରମୁଖ ତୈଳ କମ୍ପାନି ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବା ପରେ ଆସାମରେ ଏହାର ଉତ୍ପାଦନ ବ୍ୟାହତ ହୋଇଛି । ଏ ପରିସ୍ଥିତିରେ ସାଇବର ଆକ୍ରମଣର ଶିକାର ହୋଇଥିବା ଅଏଲ ଇଣ୍ଡିଆ ଠାରୁ ସାଇବର ଆକ୍ରମଣକାରୀମାନେ…
Category: ଦେଶ- ବିଦେଶ
ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହେଲେ ମହନ୍ତ ବଜରଙ୍ଗ ମୁନି ଦାସ
ଲକ୍ଷ୍ନୌ -: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ହେଲେ ଗିରଫ । ଗତ ଶନିବାର ତାଙ୍କ ବିରୋଧରେ ଦୁଷ୍କର୍ମ ପାଇଁ ଧମକ ଦେଇଥିବା ନେଇ ମାମଲା ରୁଜୁ କରାଯାଇଥିଲା । ଏହି…
ରେଳଧାରଣା ଉପରେ ଶୋଇ କଥା ହେଉଥିଲେ ଜଣେ ଯୁବତୀ, ଟ୍ରେନ ଆସି ମାଡିଗଲା ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ -: ଆଜିକାଲି ଲୋକମାନେ ମୋବାଇଲରେ କଥାବାର୍ତ୍ତା ହୋବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନଙ୍କ ଚାରିପାଖରେ କ’ଣ ଘଟୁଛି ସେ ବିଷୟରେ ସେମାନେ ଜାଣିନାରୁନାହାନ୍ତି । ଅନେକ ସମୟରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି, ଯେଉଁଠି ଲୋକେ ଫୋନରେ…
ମତେ ପାକିସ୍ଥାନରେ ମାରିଦେବେ, ଭାରତ ଯିବା ପାଇଁ ନିବେଦନ କଲେ ଦୁଷ୍କର୍ମ ପିଡିତା
ମୁଜାଫରବାଦ୍ -: ଗତ ୭ ବର୍ଷ ହେବ ବିଚାର ପାଇଁ ସଂଗ୍ରାମ ଚଳାଇଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି । ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ…
ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର
ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ…
ଆମେରିକାର ନ୍ୟୁୟର୍କ ସହରରେ ଗୁଳିକାଣ୍ଡ, ୧୩ ଗୁରୁତର
ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହର ବ୍ରୁକଲିନରେ ଆଜି ଏକ ଗୁଳିକାଣ୍ଡ ହୋଇଛି । ଏକ ସବୱେ ଷ୍ଟେସନ ଭିତରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଗୁରୁତର ହୋଇଯାଇଛନ୍ତି । ତେବେ ସେମାନଙ୍କ…
ମମତାଙ୍କୁ କଟାକ୍ଷ କରି ସମାଲୋଚନା କଲେ ନିର୍ଭୟାଙ୍କ ମା’ …
କୋଲକାତା -: ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ…
ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଇଦିଅ କାମ ହେଇଯିବ, ଶକ୍ତି ବିଭାଗର ନୂଆ ଫଣ୍ଡା
ଉତ୍ତରପ୍ରଦେଶ -: ଉତ୍ତରପ୍ରଦେଶ ଶକ୍ତି ବିଭାଗର ଗୋକୁଲ ପ୍ରସାଦ ନାମକ ଜଣେ ୪୫ ବର୍ଷୀୟ ଲାଇନମ୍ୟାନ ଉପରିସ୍ଥ ଅଧିକାରୀଙ୍କ ଅନୈତିକ ଆଦେଶକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଅଭିଯୁକ୍ତ ଜୁନିୟର ଇଂଜିନିୟରଙ୍କ କାର୍ଯ୍ୟାଳୟ ଆଗରେ ନିଜ ଦେହରେ…
ଦେଶଦ୍ରୋହ ମାମଲାରୁ ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ଥି, ଆସନ୍ତୁ ଜାଣିବା କୋର୍ଟଙ୍କ ରାୟ କଣ ଥିଲା …
ନୂଆଦିଲ୍ଲୀ -: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା । ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି…
ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ , ଆସନ୍ତୁ ଜାଣିବା ନୂଆ ପ୍ରଧାନମନ୍ତ୍ରୀଙ୍କ ବିଷୟରେ
ଇସଲାମାବାଦ -: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି । ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି । ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୈାଡ଼ରୁ…