ସାବଧାନ ହୋଇଯାଆନ୍ତୁ ରୋଡ଼ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀ ବା କଲେଜ ପଢୁଆ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ହୋଇପାରେ କଡା ଆକ୍ସନ । କାରଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ସକ୍ରିୟ କରିବାକୁ…
Category: ଦେଶ- ବିଦେଶ
ଦରବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ବିକ୍ଷୋଭ ଓ ହିଂସାକାଣ୍ଡ
ନୂଆଦିଲ୍ଲୀ -: ଉତ୍କଟ ଆର୍ôଥକ ସଙ୍କଟ ପରିଚାଳନାରେ ସରକାରଙ୍କ ଭୂମିକାର ବିରୁଦ୍ଧାଚରଣ କରି ଚାଲିଥିବା ପ୍ରତିବାଦ ହିଂସାକାଣ୍ଡ ପାଲଟିଯିବାରୁ ଗତ ବିଳମ୍ବିତ ରାତ୍ରୀରେ ଶ୍ରୀଲଙ୍କାର ପ୍ରମୁଖ ନଗରୀ କଲମ୍ବୋର କେତେକ ପ୍ରାନ୍ତରେ ପୁଲିସ କର୍ଫ୍ୟୁ ଜାରି କରିଥିବା କଥା ଜଣେ ସରକାରୀ…
ମଦୁଆଙ୍କ ମୃତ୍ୟୁ ପାଇଁ ସରକାର ଦାୟୀ ନୁହେଁ ? ବିଶାକ୍ତ ହେଉ ଅବା …
ବିଷାକ୍ତ ମଦ୍ୟପାନ କରୁଥିବା ଲୋକଙ୍କ ପ୍ରତି କୌଣସି ସମବେଦନା ପ୍ରଦର୍ଶନ ହେବନାହିଁ । ଏପରିକି ସେମାନଙ୍କୁ ଅକାଳ ମୃତ୍ୟୁ ପାଇଁ କୌଣସି ଆର୍ଥୀକ ସହାୟତା ଯୋଗାଇବାର ମଧ୍ୟ ପ୍ରାବଧାନ ନାହିଁ ବୋଲି ରୋକଠୋକ୍ କହିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତରେ ରହି ବାପୁଙ୍କ…
ଭାରତ ଉପରେ ଚୀନ ଆକ୍ରମଣ କଲେ ରୁଷ୍ ସହାୟତା କରିପାରିବତ ? ଆମେରିକାର ପ୍ରଶ୍ନ
ନୂଆଦିଲ୍ଲୀ -: ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର…
ପୁଅର ସ୍ୱପ୍ନକୁ ପୁରଣ କରିବା ପାଇଁ ମା ଭିକ ମାଗି ସଞ୍ଚୟ କଲା ୮୦ହଜାର ଟଙ୍କା
ନୂଆଦିଲ୍ଲୀ -: କୁହାଯାଏ ଯେ ମାଆମାନେ ନିଜ ପିଲାମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଯେକୈାଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି । ପଶ୍ଚିମବଙ୍ଗରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ନିଜ ପସନ୍ଦର ସ୍କୁଟି…
ବାଇକରେ ବସି ୭ଜଣ ଯାଉଥିଲେ ପଡିଗଲେ ପୋଲିସ ହାବୁଡରେ, ଦେଖନ୍ତୁ ତା ପରେ କଣ ହେଲା(video)
ନୂଆଦିଲ୍ଲୀ -: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖି ସାଧାରଣ ଲୋକଙ୍କ ବ୍ୟତୀତ ପୁଲିସ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଜଣେ ବାଇକ ଚାଳକ ୭ଜଣଙ୍କୁ ବସାଇ ବାଇକ ଚଲାଇ…
ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ଲାଗିଲା ନିଆଁ, ଆଗକୁ ସ୍ଥିତି ହୋଇପାରେ ଭୟଙ୍କର
ନୂଆଦିଲ୍ଲୀ -: ସ୍ଥିତି ଏବେ ଅଣାୟାତ, ସରକାର ହାତ ଟେକିଦେବା ପରେ ଚିନ୍ତାରେ ଭାରତୀୟ । ସରକାର ଦରଦାମବୃଦ୍ଦି ନିୟନ୍ତ୍ରଣ କରିବାରେ ପୁରା ବିଫଳ । ଏଭଳି ସ୍ଥିତିରେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି…
ଖାଦ୍ୟ ସଂଙ୍କଟ, ବନ୍ଦ ହେଲା ସମସ୍ତ ଶିଳ୍ପାନୁଷ୍ଠାନ : ସବୁଆଡେ ଏବେ ହାହାକାର
କଲମ୍ବୋ -: ଶ୍ରୀଲଙ୍କାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବାକୁ କିଛି ନାହିଁ । ପିଇବାକୁ ପାଣି ନାହିଁ । ଚାଉଳ, ଡାଲିର ଘୋର ଅଭାବ । ଡିଜେଲ ଟାଙ୍କି ବନ୍ଦ । ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି…
ପଞ୍ଜାବରେ କୃଷକଙ୍କ ଉପରେ ଲାଠିଚାର୍ଜ, କଗ୍ରେସକୁ ହଟାଇ ଆପ ସରକାର …
ଚଣ୍ଡିଗଡ -: ପଞ୍ଜାବରେ କଂଗ୍ରେସ ସରକାରଙ୍କୁ ହରାଇ କ୍ଷମତାକୁ ଆସିଥିବା ଆମ୍ ଆଦମି ପାର୍ଟି ସରକାରରେ ପ୍ରଥମ ଥର ପାଇଁ କୃଷକଙ୍କ ଉପରେ ଲାଠିଚାର୍ଜ କରାଯାଇଛି । ଏଥିରେ ୬ ଜଣ କୃଷକ ଆହତ ହୋଇଛନ୍ତି, ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…
ଇମ୍ରାନଙ୍କ ପାଇଁ ବଢିଲା ବିପଦ …
ଇସଲାମାବାଦ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପ୍ରତି ବିପଦ ବଢିଚାଲିଛି । ସେ ଆସନ୍ତା ଏପ୍ରିଲ ୩ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ତାଙ୍କ ନିଜ ଦଳର ସାଂସଦମାନେ ବିରୋଧୀ ଦଳମାନଙ୍କ ସହ ହାତ ମିଳାଇବା ଆରମ୍ଭ…
