ତାଳଚେର ବିଜେଡିରେ ବିଷ୍ଫୋରଣ, ରାଜନୀତି ଚଳଚଞ୍ଚଳ

ତାଳଚେର -: ତାଳଚେର ସହର ରାଜନୀତି ଏବେ ସରଗରମ। ବିଜେଡି ଲାଗି ସୁରକ୍ଷିତ ଗଡ଼ ଥିବା ତାଳଚେରରେ ଏବେ ଦଳ ଟଳମଳ ସ୍ଥିତିକୁ ଆସିଥିବା ଚର୍ଚ୍ଚା‌ ହେଉଛି। ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିବା…

ନବୀନ ନିବାସରେ ଚାଲିଛି କସରତ୍‌: ପାଣ୍ଡିଆନଙ୍କ ମିଛକୁ ‘ପିଏସି’ର ମୋହର, ସୁଜାତାଙ୍କ ଏଂଟ୍ରି ପାଇଁ ନେତାଙ୍କ ଲବି

ପାଣ୍ଡିଆନଙ୍କ ସ୍କ୍ରିପ୍ଟ ଆଧାରରେ ନବୀନ ସବୁ ଜାଣିଥିବା ଭଳି ପିଏସି ନେତାମାନଙ୍କ ଆଗରେ ଆଚରଣ କରିଥିଲେ ଓ ଆଜିର ବୈଠକ ମୁଖ୍ୟତଃ ନୂଆପଡ଼ା ଉପନିର୍ବାଚନକୁ ନେଇ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତିର ଦୋଷକୁ ପିଏସି ଉପରେ ଲଦିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି…

ପିସିସି ମୁଖିଆଙ୍କ ବିଭୀଷଣ ବୟାନ ପରେ କଂଗ୍ରେସରେ କମ୍ପନ

ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ଭିତରେ ଏବେ “ଅଲ ଇଜ ନଟ ୱେଲ।” ଦଳର କିଛି ନେତା ବିଭୀଷଣ କାମ କରିଥିବା ପିସିସି ସଭାପତି ଭକ୍ତଚରଣ ଦାସ ବୟାନ ଦେବା ପରେ ଦଳ ଭିତରେ ଯେପରି ନିଆଁ ଲାଗି…

କଂଗ୍ରେସରେ ‘ବିଭୀଷଣ କିଏ’ ? ଭକ୍ତ କହିଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, “ନୂଆପଡ଼ାରେ କଂଗ୍ରେସ ସହ କଂଗ୍ରେସ କରିଛି ଆତ୍ମଘାତୀ କାମ । ଏହାକୁ ସମୀକ୍ଷା କରିବ କଂଗ୍ରେସ । ଭୁବନେଶ୍ଵର : ପ୍ରଥମେ ପ୍ରାର୍ଥୀ ଘୋଷଣା କଲେ,…

ବିହାର ନିର୍ବାଚନ : ଡବଲ୍‌ ସେଞ୍ଚୁରୀ ପାର୍‌ କଲା NDA, ଜାଣନ୍ତୁ କ’ଣ ରହିଛି କଂଗ୍ରେସ ସ୍ଥିତି

ବିହାରରେ ଜାରି ରହିଛି ଭୋଟ୍‌ ଗଣତି । ୨୦୦ ଆସନରେ ଆଗୁଆ ରହିଛି NDA । ଜାଣନ୍ତୁ କ’ଣ ରହିଛି ମହାଗଠବନ୍ଧନର ସ୍ଥିତି । ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି ।…

କାଲି ନୂଆପଡା ପାଇବ ନୂଆ ବିଧାୟକ, ସକାଳ ୮ ରୁ ଭୋଟ ଗଣତି

ଆସନ୍ତାକାଲି ନୂଆପଡ଼ା ଭୋଟ୍‌ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ…

ବଢ଼ିଲା ଧାନର MSP ମୂଲ୍ୟ : କ୍ବିଣ୍ଟାଲ ପିଛା ଅଧିକ ଟଙ୍କା  ପାଇବେ ଚାଷୀ

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ…

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା…

ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ କହୁଛି ଶଙ୍କର

ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, ‘ମୁଁ ଲୁଚି ନଥିଲି,…

ଜମୁଛି ପ୍ରଚାର, ଗାଁରୁ ପଞ୍ଚାୟତ… ଚାଲିଛି ଘନ ଘନ ବୈଠକ !

ଦିନ ରାତି ଏକ କରିଛନ୍ତି ତିନି ଦଳର ନେତା ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ତିନି ଦଳ ।ଭୋଟରଙ୍କୁ ମନେଇବାକୁ ଲାଗି ପଡିଛନ୍ତି ପ୍ରାର୍ଥୀ । ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ମଇଦାନରେ ତିନି…

error: Content is protected !!