ବଢ଼ିଲା ଧାନର MSP ମୂଲ୍ୟ : କ୍ବିଣ୍ଟାଲ ପିଛା ଅଧିକ ଟଙ୍କା  ପାଇବେ ଚାଷୀ

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ…

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା…

ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ କହୁଛି ଶଙ୍କର

ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, ‘ମୁଁ ଲୁଚି ନଥିଲି,…

ଜମୁଛି ପ୍ରଚାର, ଗାଁରୁ ପଞ୍ଚାୟତ… ଚାଲିଛି ଘନ ଘନ ବୈଠକ !

ଦିନ ରାତି ଏକ କରିଛନ୍ତି ତିନି ଦଳର ନେତା ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ତିନି ଦଳ ।ଭୋଟରଙ୍କୁ ମନେଇବାକୁ ଲାଗି ପଡିଛନ୍ତି ପ୍ରାର୍ଥୀ । ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ମଇଦାନରେ ତିନି…

ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍

ନୂଆପଡାର ୮ ଜୋନର ଦାୟିତ୍ବ ନେଲେ ୮ ମନ୍ତ୍ରୀଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଏହି ୮ ମନ୍ତ୍ରୀ୮ ଜୋନ୍ ରହି ନିର୍ବାଚନ ପ୍ରଚାର ଓ ରଣନୀତି କରିବେ ପ୍ରସ୍ତୁତି ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର । ଆସନ୍ତା…

ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ…

ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଏମିତି ଲେଖିଲେ କାହିଁକି?

ବିଜେଡିରେ ଧୃତରାଷ୍ଟ୍ରକିଏ?କିଏ କଲା ଶ୍ରୀମୟୀଙ୍କୁ ଅପମାନ?କାହାକୁ ଇଙ୍ଗିତ କରିଛନ୍ତି ଶ୍ରୀମୟୀ ? ଟିକେ ଭଲ କରି ଦେଖନ୍ତୁ ଫେସବୁକରେ ଶ୍ରୀମୟୀ ମିଶ୍ର ଲେଖିଥିବା ଏ ଲେଖାକୁ । ମହାଭାରତର କରୁସଭା କଥା ଲେଖି ବିଜେଡିକୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।…

ଦିଲ୍ଲୀରେ ପଦ୍ମ ମୁଖିଆ, ଏପଟେ ଦିଲ୍ଲୀ ବାହାରିଲେ ଶଙ୍ଖ ମୁଖିଆ:  ଆସିବ କି କିଛି ବଡ଼ ଖବର?

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ…

‘କିଛି ଲୁଚାଛପାରେ ହେବନି’, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମନମୋହନ ସାମଲଙ୍କ ଇସାରା

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏବଂ ନୂଆ ଟିମ୍ ବି ଘୋଷଣା ହେବ! କିଛି ଲୁଚାଛପାରେ ହେବନି । ରାଜନୀତିରେ କିଛି ଲୁଚାଛପାରେ ହୁଏ ନାହିଁ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନୂଆ ଟିମ୍‌ ବି ଲୁଚାଛପାରେ ହେବ ନାହିଁ ।…

କଂଗ୍ରେସକୁ ବିପଦ ନିଜ ଦଳର କନ୍ଦଳ; ଘରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲେଣି ଭକ୍ତ

ଭୁବନେଶ୍ବର -: ମୁହଁ ମାଡ଼ି ତଳେ ପଡ଼ିଥିବା କଂଗ୍ରେସକୁ ସାଧାରଣ ନିର୍ବାଚନ ପରେ ବଳ ଦେଇଥିଲେ ଭକ୍ତ ଦାସ । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସର ନବକଳେବର କଲେ ଓ ଭକ୍ତ ଦାସଙ୍କ ଭଳି ଜଣେ ଟାଣୁଆ ସଙ୍ଗଠକଙ୍କୁ…

error: Content is protected !!