କଟକ -: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବନ୍ଦ କରାଯିବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା…
Category: ରାଜ୍ୟ ଖବର
୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ହେବ ଭୟଙ୍କର ବର୍ଷା …
ଭୁବନେଶ୍ୱର -: ମୌସୁମୀ ଟ୍ରଫ୍ ଲାଇନ ବର୍ତ୍ତମାନ ଭୁବନେଶ୍ୱର ଉପର ଦେଇ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ…
ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା …
ଭୁବନେଶ୍ୱର -: ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା…
୫ବର୍ଷରେ ମଲେଣି ୧୧୭୧, ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା …
ଭୁବନେଶ୍ବର -: ସମ୍ପ୍ରତି କିଛି ବର୍ଷ ହେଲା ରାଜଧାନୀରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହରେ ଆତ୍ମହତ୍ୟା କାରଣରୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣଙ୍କ ଏହି ଉଦ୍ୟମ ବିଫଳ ହୋଇଛି। ସେହିଭଳି ଗତ ୫ ବର୍ଷର…
ରୁଚିକାର ଆତ୍ମାର ସଦଗତି ଓ ନ୍ୟାୟଦେବା ପ୍ରତିବାଦରେ ଆଠଗଡରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଆଠଗଡ଼ – ବିଜେବି କଲେଜ ଛାତ୍ରୀ ସ୍ଵର୍ଗତ ରୁଚିକା ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ଓ ତାଙ୍କୁ ନ୍ୟାୟ ଦାବିରେ ଆଠଗଡ଼ରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଜେଡି ଯୁବସଂଗଠକ ଅଭୟକୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ…
ରୁଚିକାଙ୍କ ଆତ୍ମହତ୍ୟା : ତୃତୀୟ ଦିନରେ ଧାରଣା, ମାଆଙ୍କ ସହ ଛାତ୍ରଛାତ୍ରୀ ବି ଭିଜୁଛନ୍ତି ବର୍ଷାରେ
ଭୁବନେଶ୍ବର -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବର୍ଷା ସତ୍ତ୍ବେ ଆଜି ବି ଧାରଣା ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଛି ଏହି ଧାରଣା। ଝିଅକୁ ନ୍ୟାୟ ଦାବିରେ ବର୍ଷାରେ ଭିଜି ରାତିସାରା ରୁଚିକାଙ୍କ ମାଆ ଓ…
କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ବର -: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ…
ବଡଖବରକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଉଛି – ସୁର ରାଉତରାୟ
ଭୁବନେଶ୍ୱର -: ଗୋଟିଏ ମିଡିଆକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଇଛି। ଜଣେ ସାମ୍ବାଦିକଙ୍କୁ ଜାଣିଶୁଣି ହଇରାଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ନିଆଯାଉଛି ବୋଲି ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ଘଟଣାରେ ଜଟଣୀ ବିଧାୟକ…
ଖଗେଶ୍ବରଙ୍କୁ ନିଜ ଜନ୍ମଦିନରେ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର । ଉପହାର ଦେଇଛନ୍ତି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ନବୀନ ପଟ୍ଟନାୟକଙ୍କୁ ନିସ୍ବାର୍ଥପର ଭାବେ ପ୍ରାଣଭରି ଭଲ ପାଉଥିବାରୁ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ…
