ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା …

ଭୁବନେଶ୍ୱର -: ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା  ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା…

୫ବର୍ଷରେ ମଲେଣି ୧୧୭୧, ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା …

ଭୁବନେଶ୍ବର -: ସମ୍ପ୍ରତି କିଛି ବର୍ଷ ହେଲା ରାଜଧାନୀରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହରେ ଆତ୍ମହତ୍ୟା କାରଣରୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣଙ୍କ ଏହି ଉଦ୍ୟମ ବିଫଳ ହୋଇଛି। ସେହିଭଳି ଗତ ୫ ବର୍ଷର…

ରୁଚିକାର ଆତ୍ମାର ସଦଗତି ଓ ନ୍ୟାୟଦେବା ପ୍ରତିବାଦରେ ଆଠଗଡରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଆଠଗଡ଼ – ବିଜେବି କଲେଜ ଛାତ୍ରୀ ସ୍ଵର୍ଗତ ରୁଚିକା ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ଓ ତାଙ୍କୁ ନ୍ୟାୟ ଦାବିରେ ଆଠଗଡ଼ରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଜେଡି ଯୁବସଂଗଠକ ଅଭୟକୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ…

ରୁଚିକାଙ୍କ ଆତ୍ମହତ୍ୟା : ତୃତୀୟ ଦିନରେ ଧାରଣା, ମାଆଙ୍କ ସହ ଛାତ୍ରଛାତ୍ରୀ ବି ଭିଜୁଛନ୍ତି ବର୍ଷାରେ

ଭୁବନେଶ୍ବର -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବର୍ଷା ସତ୍ତ୍ବେ ଆଜି ବି ଧାରଣା ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଛି ଏହି ଧାରଣା। ଝିଅକୁ ନ୍ୟାୟ ଦାବିରେ ବର୍ଷାରେ ଭିଜି ରାତିସାରା ରୁଚିକାଙ୍କ ମାଆ ଓ…

କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର -: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ…

ବଡଖବରକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଉଛି – ସୁର ରାଉତରାୟ

ଭୁବନେଶ୍ୱର -:  ଗୋଟିଏ ମିଡିଆକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଇଛି। ଜଣେ ସାମ୍ବାଦିକଙ୍କୁ ଜାଣିଶୁଣି ହଇରାଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ନିଆଯାଉଛି  ବୋଲି ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ଘଟଣାରେ  ଜଟଣୀ ବିଧାୟକ…

ଠକେଇ କରି ଗିରଫ ହେଲେ ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ

ଭୁବନେଶ୍ୱର -:  ଏକ ଘରୋଇ ନୁ୍ୟଜ ଚ୍ୟାନେଲ ବଡଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ୍ୟ ଗିରଫ କରିଛନ୍ତି । ଶ୍ରୀ ଦାସଙ୍କ ଗିରଫଦାରୀ ନେଇ ଇଓଡବ୍ଲୁ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।  ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ୍ୟ ଗତକାଲି ରାତିରୁ…

ଖଗେଶ୍ବରଙ୍କୁ ନିଜ ଜନ୍ମଦିନରେ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର । ଉପହାର ଦେଇଛନ୍ତି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ନବୀନ ପଟ୍ଟନାୟକଙ୍କୁ ନିସ୍ବାର୍ଥପର ଭାବେ ପ୍ରାଣଭରି ଭଲ ପାଉଥିବାରୁ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ…

ଝାରପଡା ଜେଲ ସାଜିଛି ଅପରାଧର କଳାପାହାଡ, ଅପରାଧୀଙ୍କୁ ଅପରାଧ କରିବା ପାଇଁ ପଥ ସୁଗମ ….

ଭୁବନେଶ୍ବର -: ଗ୍ୟାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀ ରହୁଛନ୍ତି। ଏମିତିକି ଅନ୍ୟ ରାଜ୍ୟର କୁଖ୍ୟାତ ଅପରାଧୀ, ବିଦେଶୀ ଅପରାଧୀ ମଧ୍ୟ ଜେଲ୍‌ରେ ଅଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଝାରପଡ଼ା ଜେଲ୍‌ ସବୁଠାରୁ ଅଧିକ ଗୁରୁତ୍ବ ବହନ କରିବା କଥା। ହେଲେ ଏଠାରେ…

ରାଇମୋହନଙ୍କ ମୃତ୍ୟୁ ମାମଲା , ଡିସିପି କହିଲେ ଏଭଳି କିଛି ..

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ମଧ୍ୟ ଘଟଣା ରହସ୍ୟ ହୋଇ ରହିଛି। ଏସବୁ ଭିତରେ ଆଉ ଏକ କଥା ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଳ୍ପଦିନ ପୂର୍ବରୁ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ତେବେ ସେ କାହିଁକି…

error: Content is protected !!