ଭୁବନେଶ୍ବର -: ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍ସିଡିରେ କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ।…
Category: ରାଜ୍ୟ ଖବର
ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !
ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍
ଭୁବନେଶ୍ବର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ…
ବନ୍ଦ ରହିବ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ, ଗାଡିରେ ତେଲ ପକାଇଦିଅନ୍ତୁ …
ଭୁବନେଶ୍ବର -: ଆଜି ଓ ଆସନ୍ତା କାଲି ସନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆଜି ଠାରୁ ପେଟ୍ରୋଲିୟମ ଡ଼ିଲରସ ଆସୋସିଏସନ ତରଫରୁ ଏହି ଧର୍ମଘଟ ଡାକରା ଦେଇଛି । ଟ୍ୟାକ୍ସ କମାଇବା…
କମିଲା ବସ୍ ଭଡ଼ା …
ଭୁବନେଶ୍ବର -: ରାଜ୍ୟରେ ଡିଜେଲ୍ ଦର କମିବା ପରେ ପରିବହନ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି। ବସଭଡ଼ା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା…
ରକ୍ଷକ ସାଜିଲା ଭକ୍ଷକ, ପଡୋଶୀ ଘର ଝିଅକୁ କରୁଥିଲେ ଦୁଷ୍କର୍ମ
ଭୁବନେଶ୍ୱର -: ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ…
ଆପଣଙ୍କ ସହରରେ ଆଜିର ପେଟ୍ରୋଲ୍ ଓ ଡିଜେଲ୍ ଦର କ’ଣ ରହିଛି ଆସନ୍ତୁ ଜାଣିବା
ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ବଦଳିଥାଏ। ପେଟ୍ରୋଲ ଦର ଆଜି ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ପଇସା ରହିଛି। ସେହିପରି ଦେଶର ପ୍ରମୁଖ…
ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି କରୁଥିଲେ ଏମିତି କାମ …
ଭୁବନେଶ୍ୱର -: ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ…
ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା
ଭୁବନେଶ୍ବର -: ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ…