ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି।…
Category: ରାଜ୍ୟ ଖବର
ଦାଦନ ଯାଇ ଶବ ପାଲଟିଲା ପୁଅ, ମୃତଦେହ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ବାପା
ରେଢ଼ାଖୋଲ -: ତାମିଲନାଡୁ ର ଏକ ଲୁହା ଛଡ଼ କମ୍ପାନୀରେ ଦାଦନ ଖଟିବାକୁ ଯାଇ ଏକ ଟ୍ରେନ ଧକ୍କାରେ ଭାଇର ମୃତ୍ୟୁ ପରେ , ମୃତ ଦେହକୁ ଗାଁକୁ ଆଣିବାକୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତକର ବାପା ଓ ଭାଇ…
ସ୍ବେରେଜ୍ କାମ ପାଇଁ ଅଣନିଶ୍ୱାସୀ ଭୁବନେଶ୍ୱର, ୧୨ ବର୍ଷ ହେଲାଣି ସରୁନି ସ୍ବେରେଜ୍ କାମ
ଭୁବନେଶ୍ୱର -: ୧୨ ବର୍ଷ ହେଲାଣି ଭୁବନେଶ୍ବରରେ ସ୍ବେରେଜ୍ କାମ ଚାଲିଛି, ସରୁନି। ଗଳି ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖୋଳା ଚାଲିଛି। ସହର ସାରା ଲମ୍ବା ଲମ୍ବା ଗଭୀର ଗାତ। ଯାତାୟାତ ପାଇଁ ଅଧାରୁ କମ୍ ଓସାରର…
୬ ବର୍ଷରେ କୋଠାର ଛାତରୁ ଗଳୁଛି ପାଣି, ବିଶ୍ୱସ୍ତରୀୟ ଏସ୍ସିବି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ..
କଟକ -: କଟକ ବଡମେଡିକାଲ ହେବ ବିଶ୍ବସ୍ତରୀୟ। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇ ଅନ୍ତରାଷ୍ଟ୍ରୀୟ କଂପାନି ଏଲ୍ଆଣ୍ଡଟିକୁ କାମ ଦିଆଯାଇଛି। ଏଲଆଣ୍ଡଟି ମଧ୍ୟ କାମକୁ ଆଗେଇ ନେଉଛି। ତେବେ ପୂର୍ବରୁ କଟକ ବଡମେଡିକାଲରେ ଏଲ୍ଆଣ୍ଡଟି ଯେଉଁ କାମ କରିଛି, ସେହି କୋଠାର…
ପୁଣି ଆଜି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍
ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ବଢିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା…
ମିଳି ମିଶି ମାରିଦେବାକୁ ଷଡ଼୍ଯନ୍ତ୍ର, ଅଧିକାରୀ ପୋତୁଛନ୍ତି, ମାଫିଆ ବିକୁଛନ୍ତି
ଭୁବନେଶ୍ୱର : ଆଉ କିଛି ବର୍ଷ ପରେ ଭୁବନେଶ୍ବର ମାନଚିତ୍ରରେ ଦୟାୱେଷ୍ଟ କେନାଲର ଚିହ୍ନବର୍ଣ୍ଣ ମିଳିବନି। ଜମି ମାଫିଆଙ୍କଠାରୁ ଆରମ୍ଭ କରି କୁଜି ନେତା, କେନାଲ କଡ଼ରେ ଘର କରିଥିବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନେ ଏହି କେନାଲକୁ ମାରିଦେବା…
ହିମୋଗ୍ଲୋବିନମିଟର ଓ ଷ୍ଟ୍ରିପ୍ କିଣାରେ ବଡ କେଳେଙ୍କାରୀର ପର୍ଦ୍ଦାଫାସ …
ଭୁବନେଶ୍ବର -: କରୋନା କାଳରେ କୋଭିଡ ସାମଗ୍ରୀ କିଣା କେଳେଙ୍କାରୀକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାଜ୍ୟ ଔଷଧ ନିଗମ। ଲୋକାୟୁକ୍ତ କ୍ଲିନ୍ଚିଟ୍ ଦେଇଥିଲେ ବି ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ଠିକ୍ ଏମିତି ସମୟରେ ହିମୋଗ୍ଲୋବିନମିଟର, ଟେଷ୍ଟ ଷ୍ଟ୍ରିପ୍ ଓ…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଉ ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି…
