https://t.me/bnslive ( join our telegram now) କଟକ/ଭୁବନେଶ୍ୱର -: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
Category: ରାଜ୍ୟ ଖବର
୯ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରି ଗଣମାଧ୍ୟମ ଆଗରେ ଏମିତି କହିଲେ ପ୍ରଭାତ ତ୍ରୀପାଠି
ଭୁବନେଶ୍ୱର -: ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାରାଥନ ଜେରା କରାଯାଇଛି। ପ୍ରାୟ ୯ ଘଣ୍ଟା ଧରି ତାଙ୍କୁ ଇଡିର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପ୍ (ଏଟି ଗ୍ରୁପ୍)…
ବ୍ରଜରାଜନଗର ଉପନିର୍ବାଚନରେ ବିଜୟର ଇଚ୍ଛିହାସ ରଚିଲେ ଅଳକା, ବ୍ୟାକଫୁଟରେ ବିଜେପି
ବ୍ରଜରାଜନଗର/ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ଉପନିର୍ବାଚନରେ ବିଜୟ ହାସଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ଅକୁଣ୍ଠ ଭଲପାଇବା…
ଜିତିଲେ ପିନାକି ହାରିଲେ ଅର୍ଦ୍ଧେନ୍ଦୁ : ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ , ସୁପ୍ରିମକୋର୍ଟ
ନୂଆଦିଲ୍ଲୀ -: ବହୁଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଜନସ୍ୱାର୍ଥ ମାମଲାରେ ହାରିଯିବା ପରେ ପୁରୀ ସାଂସଦ ପିନାକି ମିଶ୍ର ଟିଭି ଡିବେଟ୍ ଛାଡି ଆଇନ ତିଆରି…
ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଲେ ପ୍ରସନ୍ନ ପାଟ୍ଟଶାଣୀ …
ଭୁବନେଶ୍ୱର -: ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି | ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି।…
କମିଲା ପେଟ୍ରୋଲ ଓ ଡିଜେଲ ଦର ; ଜାଣନ୍ତୁ କେତେ ଅଛି ଦାମ୍
ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ବଦଳିଥାଏ। ସେହିପରି ଆଜି ପେଟ୍ରୋଲ ଦର ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର…
ଆପଣ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ : କେମିତି ପ୍ରସ୍ତୁତ ହୁଏ ଚାଉମିନ,ତେଲ, ସସ୍ ଆସନ୍ତୁ ଜାଣିବା
କଟକ/ଭୁବନେଶ୍ବର -: ଆପଣ ଫାଷ୍ଟଫୁଡ୍ ପ୍ରିୟ କି ? ଦେହଲଗା ସାବୁନ ତିଆରିରେ ବ୍ୟବହାର ହେଉଥିବା ରାଇସ୍ କ୍ରିଉଡ୍ ଅଏଲ୍ରୁ ପାମୋଲିନ୍ ତେଲ, ଚୋକଡ଼ରୁ ମ୍ୟାଗି ଓ ଶଢ଼ା କଖାରୁ, କଳମ ସାଗରେ ଏସେନ୍ସ ମିଶାଇ ତିଆରି ହେଉଥିବା ସସ୍ ଏବେ ଫାଷ୍ଟଫୁଡ୍…
କୃଷି ଯନ୍ତ୍ରପାତି ସବ୍ସିଡିରେ କେଳେଙ୍କାରୀ : କୋଟି କୋଟି ଟଙ୍କାର ଘୋଟାଲା, ଅନୁସନ୍ଧାନ ବାଟବଣା କରିବାକୁ ଷଡ୍ଯନ୍ତ୍ର
ଭୁବନେଶ୍ବର -: ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍ସିଡିରେ କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ।…
ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !
ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍
ଭୁବନେଶ୍ବର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ…
