ଅଫିସର ରାଜର କୁପରିଣାମ ଭୋଗୁଛି ବି.ଏମ୍‌.ସି , ଅଡୁଆରେ ଜନପ୍ରତିନିଧି

ଭୁବନେଶ୍ୱର -: ତିନି ବର୍ଷ ଧରି ବିଏମ୍‌ସିରେ ଚାଲିଥିବା ଅଫିସର ରାଜ୍‌ର ଅନ୍ତ ହେବା ପରେ ଗତ ୯ ତାରିଖ ଠାରୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଶାସନ ଡୋର ନିଜ ହାତକୁ ନେଇଛନ୍ତି । ବର୍ଷ ବର୍ଷ ଧରି ନଗର…

ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ, ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା

ସୋନପୁର -: ହିନ୍ଦୁ ସବୁଠୁ ଆଗରେ ରହୁ । ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆ । ସେହିପରି…

ଆଉହେବ ନାହିଁ ବିଦ୍ୟୁତକାଟ୍ , ଏମିତି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର -: ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ…

ଆଜି ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ -: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…

ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଘରେ ରଖିଥିଲା, ବୁଲୁଥିଲା ସ୍ଥାନୀୟ ଅଞ୍ଚଳରେ

ଭୁବନେଶ୍ୱର : ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି…

ଚାଇନା ଲୋନ୍ ଆପ୍ କବଜାରେ ଓଡିିଶା, ଲୋନ୍ ଆଣି ସର୍ବସ୍ୱ ହରେଇଲେ କଟକର ଜନୈକ ବ୍ୟକ୍ତି

ଭୁବନେଶ୍ୱର -: ବିନା ବନ୍ଧକରେ ଓ ବିନା ରେକର୍ଡପତ୍ରରେ ତୁରନ୍ତ ଋଣ ଯୋଗାଇ ଦେଉଥିବା ଚାଇନା ଲୋନ୍ ଆପ୍ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ଏ ସଂକ୍ରାନ୍ତରେ ଇଓଡବ୍ଲୁ କେସ୍ ନଂ-୯ ଓ…

ପାୱାର ବଣ୍ଟନକାରୀ ସଂସ୍ଥା ଓ ଗ୍ରୀଡକୋର ମହାଷଡଯନ୍ତ୍ର, କୃତିମ ବିଦ୍ୟୁତ ଅଭାବ ଦେଖାଇ ପାୱାରକଟ

ଭୁବନେଶ୍ୱର -: ଗ୍ରୀଷ୍ମ ତାତିରେ ଭାଜି ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଲାଣି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି, ୨୪ ତାରିଖରୁ ତାତି ଆହୁରି ବଢ଼ିବ; ୨୮ ତାରିଖ ବେଳକୁ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା…

ଅଟୋ ଓ ଉଠାଦୋକାନିଙ୍କ କବଜାରେ କଲେଜ ଛକ, ଅପାରଗ ସିଏମସି …

କଟକ -: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ପୋଷ୍ଟ୍ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ…

ସ୍କୁଲବସକୁ ୪୦ହଜାର ଜୋରମାନା, ଇଏ କେମିତିକା ବସ ଜାଣିଲେ ଅଭିଭାବକଙ୍କ ହୋସ ଉଡିଯିବ …

ଭୁବନେଶ୍ୱର -: ଦୁଇଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଧା ବାଟରେ ଅଟକାଉଛନ୍ତି । ଡ୍ରାଇଭରଙ୍କଠାରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର…

ବିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରୋଷେୟାକୁ ମାରିଦେଇ ଟାଙ୍ଗିଦେଲେ !

ଭୁବନେଶ୍ୱର/ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଏହି…

error: Content is protected !!