ଭୁବନେଶ୍ବର -: ଗତ ପ୍ରାୟ ଏକ ସପ୍ତାହ ହେଲା ବାତ୍ୟା ‘ଅସାନି’ ବାବଦରେ ପାଣିପାଗ ବିଭାଗ ଲୋକଙ୍କୁ ସୂଚନା ଦେଇଆସୁଛି। ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ଗଣମାଧ୍ୟମରେ ଘନଘନ ପ୍ରଚାର ବି ହେଉଛି। ଜୋର୍ରେ ପବନ ବହିବ ନାହିଁ, କେବଳ…
Category: ରାଜ୍ୟ ଖବର
ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା
ଭୁବନେଶ୍ବର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ବରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ନିଜ ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ…
ସାମୁଦ୍ରିକ ବାତ୍ୟା ‘ଅସାନି’ ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି
ପୁରୀ/ଭୁବନେଶ୍ବର -: ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ସମ୍ପ୍ରତି ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି। ଉକ୍ତ ବୁଲେଟିନ୍ ଅନୁସାରେ, ଦକ୍ଷିଣପୂର୍ବ ଏବଂ ସଂଲଗ୍ନ…
ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଆର୍.ପି. କଲେଜ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଅଭଭାବକ
କଟକ/ବଡମ୍ବା – କଟକ ଜିଲ୍ଲା ବଡମ୍ବା ବ୍ଲକର ବିଧାରପୁରଠାରେ ଥିବା ଆର.ପି. ଘରୋଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବାର ଗୁରୁତର ଅଭିଯୋଗ ଆସିଛି । କଲେଜର ବର୍ତ୍ତମାନ ବନ୍ଦ ହେବା ପରିସ୍ଥିତି ଆସିଗଲାଣି । ଆଗାମୀ ପିଢିଙ୍କୁ ସତର୍କବାଣୀ ଶୁଣାଇ…
ମହଙ୍ଗାମାଡରେ କଲବଲ ଜନତା, କେବେ ଭାଙ୍ଗିବ ସରକାରଙ୍କ ନିଦ …
ଭୁବନେଶ୍ବର -: ପେଟ୍ରୋଲ, ଗ୍ୟାସ୍ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି। ହେଲେ ଗତ ତିନିରୁ ୪ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ…
ରାଜଧାନୀ ରାଜପଥରେ ମଦୁଆ ହାଟ, ଅବକାରୀ ବିଭାଗ ଚୁପ୍ କାହିଁକି ?
ଭୁବନେଶ୍ବର -: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି,…
ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଭୟ କରିବାର କିଛି ନାହିଁ !
ଭୁବନେଶ୍ବର -: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ପାଣିପାଗ ବିଭାଗ…
୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ଏବେ ବି ଅସ୍ପଷ୍ଟ : ଆସନ୍ତାକାଲି ବାତ୍ୟା
ଭୁବନେଶ୍ବର -: ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର…
ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ଇ-ବସ୍, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍
ଭୁବନେଶ୍ବର -: ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି…
