ବାରଙ୍ଗ -: ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି।, ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ସୂଚନାଯୋଗ୍ୟ, ଶନିବାର ଟଳିପଡ଼ିଥିଲା ପୋଷା ଦନ୍ତା ହାତୀ ‘ନନ୍ଦ’। ଛାଟି ପିଟି ହୋଇ ଉଠିବାକୁ ଚେଷ୍ଟା…
Category: ରାଜ୍ୟ ଖବର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ୍
ଭୁବନେଶ୍ବର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆଯାଇଛି। ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ…
ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର …
ଭୁବନେଶ୍ବର -: ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି। ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ…
ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ
ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…
ଘରକୁ ବୁଲାଇନେବାକୁ କହି ଯୁବତୀକୁ ନେଇଗଲେ, ରାତିସାରା ଦୁଷ୍କର୍ମ କରି ଛାଡିଦେଲେ
ଭୁବନେଶ୍ବର/ବାଲିଅନ୍ତା : ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା…
ଘରୋଇ ସ୍କୁଲକୁ ନା, ୫୯ଟି ଆବେଦନକୁ ନାକଚ କଲା ଜିଲ୍ଲାସ୍ତରୀୟ କମିଟି
ଭୁବନେଶ୍ବର -: ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବରରେ ନୂତନ ଘରୋଇ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥାଙ୍କୁ ବଡ଼ ଝଟ୍କା। କୌଣସି ଗୋଟିଏ ବି ବିଦ୍ୟାଳୟକୁ ଅନୁମତି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ସ୍ତରରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍…
୪୯ଟି ଆଣ୍ଡ୍ରୋଏଡ ମୋବାଇଲ ଜବତ କଲା କଟକ କମିସନରେଟ୍ ପୋଲିସ, ପ୍ରମାଣ ଦେଇ ଆପଣଙ୍କ ମୋବାଇଲ ନେଇଯାଆନ୍ତୁ
କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ…
ଭୁବନେଶ୍ୱରେ ଏନକାଉଣ୍ଟର : କୁଖ୍ୟାତ ଅପରାଧି ଚକରା ପୋଲିସ କବଜାରେ, ୭ ଫେରାର
ଭୁବନେଶ୍ବର -: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,…
ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ରୁଜୁ ହେବ ମାମଲା, ବନ୍ଧା ହୋଇ ଜେଲ୍ ଜିବେ କି ?
ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ…
ମଦ୍ୟପାନରେ ସର୍ବଶ୍ରେଷ୍ଠ ଓଡ଼ିଶା: ଜାତୀୟସ୍ତରରେ ୧୮%, ଓଡ଼ିଶାରେ ୨୯%
ଭୁବନେଶ୍ବର -: ଓଡ଼ିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି। ଏପରିକି ମଦ୍ୟପାନରେ ବଡ଼ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକାଇ ଦେଇଛି। ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ(୧୫ବର୍ଷରୁ ଅଧିକ) ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ମଦ…
