ଧୁର୍ତ୍ତ ମହିଳାଙ୍କ କାରନାମା, ସେୟାର ମାର୍କେଟ ନାଁରେ ଚଳୁ କରିଦେଲେ ୭କୋଟି

ଭୁବନେଶ୍ବର -: ସେୟାର୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାର ଲୋଭ ଦେଖାଇ ୭କୋଟି ଟଙ୍କା ଠକେଇ କରିଥିବା ଜଣେ ଧୂର୍ତ୍ତ ମହିଳାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତା ହେଲେ ପର୍ପଲ୍ କ୍ବାଲ୍‌ଭ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର…

ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ଇ-ବସ୍‌, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ବର -: ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି…

ବାତ୍ୟାକୁ ନେଇ ଆସିଲା ତାଜା ଖବର, କ’ଣ କହୁଛନ୍ତି ପାଣିପାଗ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆସନ୍ତୁ ଜାଣିବା

ଭୁବନେଶ୍ବର -: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବକି ନାହିଁ ସେନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ।ଏଭଳି…

ସାଇବର ଅପରାଧିଙ୍କ ଟାର୍ଗେଟରେ ଲୋକସଭା ବାଚସ୍ପତି, ଢେଙ୍କାନାଳ-କଟକ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର ତନାଘନା

କଟକ/ଢେଙ୍କାନାଳ -: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଗୋଟିଏ ନୁହେଁ, ତିନୋଟି ନକଲି ହ୍ବାଟ୍‌ସଆପ୍ ଆକାଉଣ୍ଟ ଖୋଲିଛନ୍ତି ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍। ଏହି ତିନୋଟି ଆକାଉଣ୍ଟ ଖୋଲାଯାଇଥିବା ମୋବାଇଲ୍ ନମ୍ବର ୭୮୬୨୦୯୨୦୦୮, ୯୪୮୦୯୧୮୧୮୩ ଏବଂ ୯୪୩୯୦୭୩୮୭୦ କ୍ରାଇମବ୍ରାଞ୍ଚ ଠାବ…

ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ସୃଷ୍ଟି ହେଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର -: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ…

ଔଷଧୀୟ ମଶାରିର କ୍ରୟ, ବିତରଣ ନେଇ ରୋକ୍ ଲଗାଇଲେ ଓଏଚ୍‌ଆରସି

ଭୁବନେଶ୍ବର -: ଔଷଧୀୟ ମଶାରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ଔଷଧୀୟ ମଶାରି ନେଇ ଜାରି ହୋଇଥିବା ଏସ୍‌ଓପିରେ ଅତିକମ୍‌ରେ ୩ବର୍ଷ ପାଇଁ ଏହାର ମୂଲ୍ୟାୟନ/ପରୀକ୍ଷା ଜରୁରୀ ରହିଛି। ମାତ୍ର ଏହାକୁ ଠିକଣା ଢଙ୍ଗରେ ପାଳନ ହେଉ ନ…

ଆର୍‌.ପି କଲେଜରେ ଅଧ୍ୟାପକ ଓ ଛାତ୍ରଙ୍କୁ ଗୋଗଚ୍ଛବାଡିଆ ମାଡ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

କଟକ -: କଟକ ଜିଲ୍ଲା ବଡମ୍ବା ବିଧାରପୁର ଠାରେ ଥିବା ଆର୍‌.ପି. ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା । ବାଧ୍ୟ ହୋଇ ବାହାର ଲୋକ ଓ ଅଣ ଛାତ୍ର ହସ୍ତକ୍ଷେପ କରିଥିବା…

ବ୍ରଜରାଜନଗର ଉପନିର୍ବାଚନ, ତିନିଦଳର ସମରସଜ୍ଜା ଆରମ୍ଭ ..

ଭୁବନେଶ୍ବର/ଝାରସୁଗୁଡ଼ା -: ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।…

 ଦାନା ବାନ୍ଧୁଛି ବାତ୍ୟା ! ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ -:  ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି  ପ୍ରାକ୍‌ ଆକଳନ ଠିକ୍‌ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା…

ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ

ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…

error: Content is protected !!