ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି।…
Category: ରାଜ୍ୟ ଖବର
ଆରମ୍ଭ ହେଲା ମାଟ୍ରିକ ପରିକ୍ଷା, ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରିବା ସହ ଏହି ସୁବିଧା ସବୁ
ଭୁବନେଶ୍ୱର -: ଆଜିଠୁ ମାଟ୍ରିକ ପରୀକ୍ଷା । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା ।ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୫୪୦…
ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି
ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ…
ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ
ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ…
ଛତିଶଗଡର ବଡ ଷଡଯନ୍ତ୍ର ପ୍ରଭାବିତ ହେବ ନୂଆପଡା କଳାହାଣ୍ଡି ସହ ୭ ଜିଲ୍ଲା
କଳାହାଣ୍ଡି/ଭବାନୀପାଟଣା -: ଓଡ଼ିଶା ଉପରେ ଛତିଶଗଡ଼ ସରକାର ଦାଉ ସାଧିବାରେ ଲାଗିଛି । ବର୍ତ୍ତମାନ ଛତିଶଗଡ଼ ପକ୍ଷରୁ ଉଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଓଡ଼ିଶାର ଚିନ୍ତା ବଢ଼ାଇଛି । ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ…
ସୈାଭାଗ୍ୟ ଯୋଜନା କେଳେଙ୍କାରୀ, କୋଟିପତିଙ୍କୁ ମାଫ ଗରୀବଙ୍କୁ ଧମକ
ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ…
ଅଫିସର ରାଜର କୁପରିଣାମ ଭୋଗୁଛି ବି.ଏମ୍.ସି , ଅଡୁଆରେ ଜନପ୍ରତିନିଧି
ଭୁବନେଶ୍ୱର -: ତିନି ବର୍ଷ ଧରି ବିଏମ୍ସିରେ ଚାଲିଥିବା ଅଫିସର ରାଜ୍ର ଅନ୍ତ ହେବା ପରେ ଗତ ୯ ତାରିଖ ଠାରୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଶାସନ ଡୋର ନିଜ ହାତକୁ ନେଇଛନ୍ତି । ବର୍ଷ ବର୍ଷ ଧରି ନଗର…
ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ, ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା
ସୋନପୁର -: ହିନ୍ଦୁ ସବୁଠୁ ଆଗରେ ରହୁ । ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆ । ସେହିପରି…
ଆଉହେବ ନାହିଁ ବିଦ୍ୟୁତକାଟ୍ , ଏମିତି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର -: ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ…
