ବିଶ୍ୱ ପାଳୁଛି ବିଶ୍ୱ ଐତିହ୍ୟ ଦିବସ, ଓଡିଶାର ରାଜଧାନୀରେ ଐତିହ୍ୟ ପୁଷ୍କରିଣୀ ଅବହେଳିତ

ଭୁବନେଶ୍ୱର -: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ଦିବସ । ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା…

ଛାତ୍ରଛାତ୍ରୀଙ୍କ ଖରାଛୁଟି ବାତିଲ, ଖରା ଦିନେ ବି ସ୍କୁଲ ଯିବେ ଓ ପାଠ ପଢିବେ

ଭୁବନେଶ୍ୱର -: ଏଥର ମାତ୍ର ୧୦ ଦିନ ଖରାଛୁଟି । ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି…

ଦାୟିତ୍ୱହୀନ ବିଏମସି ! ବାୟୋ ମାଇନିଂ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଭୁବନେଶ୍ୱର -: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା । କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍‌ସି । ଉଭୟ ସଂସ୍ଥା…

ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ…

ପଦାରେ ପଡିଲା କମିଶନରେଟ ପୋଲିସର ପାରିବା ପଣିଆ, କଟୁରି ଗ୍ୟାଙ୍ଗ ମୁଖିଆ ରାଜେଶ ଗଲା କୁଆଡେ

ଭୁବନେଶ୍ୱର -: ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା କଟୁରି ଗ୍ୟାଙ୍ଗ୍ ମୁଖିଆ କୁଖ୍ୟାତ୍ ରାଜେଶ ମହାପାତ୍ର ଆଜି ଅଳ୍ପକେ ପୁଲିସ ପଞ୍ଝାରୁ ଖସିଯାଇଛି । ରାଜେଶକୁ ଧରିବା ପାଇଁ କମିସନେରଟ୍ ପୁଲିସ କରିଥିବା…

ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ

କଳାହାଣ୍ଡ(ଜଗୁଲାଲ ମାଝୀ) -:  ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ…

ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାରଙ୍କ ନୂଆ ଉପହାର …

ଭୁବନେଶ୍ୱର -: ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାର ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ…

ଗିରଫ ହୋଇ ଜେଲ ଜିବେ କେନ୍ଦୁଝର ଜିଲ୍ଲାପାଳ !

ଭୁବନେଶ୍ୱର -: ଜାତୀୟ ଜନଜାତି ଆୟୋଗଙ୍କ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଛି । ଜିଲାପାଳଙ୍କୁ ଜନଜାତି ଆୟୋଗଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦେଶ ଦିଆଯାଇଛି । ଏକାଧିକ ମାମଲାରେ ଜିଲାପାଳଙ୍କୁ ହାଜର…

ଓମଫେଡରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ଆରମ୍ଭ

ଭୁବନେଶ୍ୱର -: ଓମ୍‌ଫେଡ୍‌ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ହେବ । ଓମ୍‌ଫେଡ୍‌ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ୩ମାସ ଭିତରେ…

ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି, ବି.ଏମ୍‌.ସିକୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି…

error: Content is protected !!