ଏଥର ବାପା ହେଲେ ପାଇବେ ଲମ୍ବା ଛୁଟି, ସନ୍ତାନଙ୍କ ନେଇପାରିବେ ଦାୟିତ୍ୱ
ଶିଶୁଙ୍କ ଲାଳନପାଳନରେ ମାଆଙ୍କ ବୋଝ କମ କରିବା ପାଇଁ ବିଶେଷଜ୍ଞ ପିତାଙ୍କ ପିତୃତ୍ୱ ଛୁଟି ଅବଧି ବଢାଇବାକୁ ସୁପାରିଶ କରିଛନ୍ତି । ଏକ୍ସପର୍ଟଙ୍କ ରାୟ ଅନୁସାରେ ମାତୃତ୍ୱ ଲାଭ ଅଧିନିୟମ ଉପରେ ଆୟୋଜିତ ଆଇନର ସମୀକ୍ଷାରେ ପରାମର୍ଶ ରଖିଛନ୍ତି । ରାଷ୍ଟ୍ରୀୟ…
ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଲେ …
ପୁରୀ -: ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ପୁରୀ ସିଟି ରୋଡସ୍ଥିତ ଏକ ଟୁର ଆଣ୍ଡ…
ସାଲେପୁରର ଥାନପତି ମନ୍ଦିରରୁ ଚୋରି …
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତର ଜପକୁଦ ବଜାର ଓ ବିଭିନ୍ନ ସ୍ଥାନରେ ଚୋରଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ଏଇ ବିଗତ କିଛିଦିନ ତଳେ ଜପକୁଦ ,ଓଡାସିଂହ,ଏଲମାପୁର ଓ ରାମକୃଷ୍ଣପୁର ,ରାମେଶ୍ୱର…
ଅନୁଗୁଳ ଖଇରବେରେଣୀ ଗ୍ରାମରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ
ଅନୁଗୁଳ/ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ…
ମହାପ୍ରଭୁଙ୍କୁ ଭୀଷଣ ଜର, ଆଜି ଲାଗିହେବ ଫୁଲୁରୀ ତେଲ
ବ୍ରହ୍ମଗିରି -: ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି…
ଏଥର ଆଧାରକାର୍ଡ ପାଇବା ହେଲା ଆପଣଙ୍କ ପାଇଁ ସହଜ, କେମିତି ପାଇପାରିବେ ଆସନ୍ତୁ ଜାଣିବା
ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ବି ନିଜର ଆଧାର କାର୍ଡ ଡାଉନଲୋଡ କରିପାରିବେ। ପୂର୍ବରୁ ୟୁଜର୍ସଙ୍କୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଆଧାର ସହ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରର…
ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ…
ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ
ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।…
