ମନକଥା କହିଲେ, କ୍ଷୋଭ ପ୍ରକାଶ କଲେ : ଚର୍ଚ୍ଚାରେ ଅନୁଭବଙ୍କ ଏହି ଭିଡିଓ ଦେଖନ୍ତୁ

କଟକ -: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ନିଜର ମନକଥା କହିଛନ୍ତି। ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି,…

ମଦ୍ୟପ ଡ୍ରାଇଭର ଉନ୍ମତ କାଣ୍ଡ ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ୧୧ କେଭି ଖୁଣ୍ଟ: ବିନା କାଗଜପତ୍ର ଓ ନାବାଳକ ହାତରେ ଷ୍ଟେରିଙ୍ଗ

ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଟ୍ରାକ୍ଟର ଧକ୍କାରେ ୧୧ କେଭି ଇଲେକ୍ଟ୍ରିକ ଲାଇନ‌ର ଖୁଣ୍ଟ ଧୂଳିସାତ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମପଞ୍ଚାୟତର ‌ପ୍ରଧାନପଡା ଗାଁର ପଟାମୁଣ୍ଡାଇ କେନାଲ ରୋଡ଼ର କଡ଼ରେ ଗୋପିନାଥପୁର ଠାରୁ ପ୍ରଧାନପଡା ଗାଁ…

କମିଲା ପେଟ୍ରୋଲ ଓ ଡିଜେଲ ଦର : ଜାଣନ୍ତୁ କେଉଁ ସହରରେ କେତେ ଅଛି ଦାମ୍‌

ପେଟ୍ରୋଲ ଓ ଡିଜେଲ ଦାମ୍ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଧୀରେ ଧୀରେ ଲୋକେ ଇଲେକ୍ଟ୍ରିକ ବାଇକ୍ ପ୍ରତି ମନ ବଳାଉଛନ୍ତି। ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ୍ ଗତକାଲି…

ଆଜି ସଙ୍କଷ୍ଟି ଚତୁର୍ଥୀ: ଦୂବର ଏହି ଚମତ୍କାରୀ ଉପାୟରେ କରନ୍ତୁ ଭଗବାନଙ୍କ ଗଣେଶଙ୍କ ପୂଜା; ପୂରଣ ହେବ ସବୁ ମନୋକାମନା

ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍‌ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ…

ରାସ୍ତାକଡ଼ରେ ଶୋଇଥିବା ଶ୍ରମଜୀବୀଙ୍କ ଉପରେ ଚଢ଼ିଗଲା ଟ୍ରକ୍; ୩ ମୃତ, ୧୧ ଆହତ

ଚଣ୍ଡିଗଡ଼: ଆଜି ହରିୟାଣାର ଝଜ୍ଜର ଜିଲ୍ଲାରେ ଗୋଟାଏ ଟ୍ରକ୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ରାସ୍ତାକଡ଼ରେ ଶୋଇଥିବା ୩ଜଣ ପ୍ରବାସୀ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୧ଜଣ ଆହତ ହୋଇଛନ୍ତି। ଆସୋଧା ଟୋଲ୍‌ ପ୍ଲାଜା ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂର…

ମୟୁରଭଞ୍ଜରେ ଚାଞ୍ଚଲ୍ୟ, ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।…

କମିଲା ସୁନା ଦର; ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍‌ ମୂଲ୍ୟ କେତେ ରହିଛି

ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…

କୁନି ଝିଅ ପୂଜା ଖୋଜୁଛି ନୂଆ ଦୁନିଆ, ଆଖି ଅପରେସନ ପାଇଁ ଦରକାର ୮ଲକ୍ଷ : ଆପଣ ସହଯୋଗ ଦେଲେ ପୂଜା ଦେଖିବ ନୂଆ ଦୁନିଆ

ଭୁବନେଶ୍ୱର -: ନିଜ ଜୀବନର ଅନ୍ଧକାରକୁ ଗ୍ରହଣ କରି ନେଇଥିଲେ ଅଶୋକ ଓ ସୁମିତ୍ରା । ଝିଅ ପୂଜା ଜନ୍ମ ହେବା ପରେ ପୁଣି ଆଲୁଅର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରେଳବାଇରେ ଠିକା…

କଟକରେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା ନୂଆ ଖିଅ

କଟକ -:  ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍‌ଟି ସୁଇସାଇଡ୍‌ ନୋଟ୍‌…

ଭାରତର ବେଶ୍ୟାଳୟରେ ନାବାଳିକାକୁ ବିକ୍ରି କରିଥିବା ଦମ୍ପତିଙ୍କୁ ଫାଶୀଦଣ୍ଡ

ଢ଼ାକା (ବାଂଲାଦେଶ) -: ଭାରତର ଏକ ବେଶ୍ୟାଳୟରେ ଜନୈକା ୧୭ ବର୍ଷୀୟା ନାବାଳିକାକୁ ବିକ୍ରି କରିଥିବା ଅଭିଯୋଗରେ ବୁଧବାର ଦିନ ଏକ ବାଂଲାଦେଶୀ ଦମ୍ପତିଙ୍କୁ ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଂଲାଦେଶର ଖୁଲନା ଜିଲ୍ଲାରେ ଏହି ଘଟଣା ଘଟିଛି ।ବାଂଲାଦେଶୀ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓