କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨, ଜୁରୀ ଭାବେ ନଜର ଆସିବେ ଦୀପିକା

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବରେ ଯୋଗ ଦେବା ପାଇଁ ବଲିଉଡର ନାମୀଦାମୀ କଳାକାର ପହଞ୍ଚିଛନ୍ତି। ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍‌ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍‌ ଅନର’ରେ ସମ୍ମାନିତ କରାଯିବ।…

ମଦ ପାଇଁ ଗଡିଲା ମୁଣ୍ଡ, ବାପର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଗଲା

ଦେବଗଡ -: ମଦ୍ୟପ ବାପାର ଜଘନ୍ୟ କାଣ୍ଡ । ଟାଙ୍ଗିଆରେ ହାଣି ନିଜ ପୁଅକୁ କଲା ହତ୍ୟା । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତୀରେ…

‘ମୋ ବସ୍‌’ ଯାତ୍ରୀ ବିଶ୍ରାମଗାରାରେ ସଂଜ ବୁଡ଼ୁବୁଡ଼ୁ ବଢୁଛି ଅସାମାଜିକ ଲୋକଙ୍କ ଆଡ଼ା

ଭୁବନେଶ୍ୱର -: ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳର କଥା । ୟୁନିଟ୍‌‌-୩ ଅଞ୍ଚଳର ମୋନାଲିସା ମହାନ୍ତି(ଛଦ୍ମନାମ) ନିୟୁ ଏଜି କଲୋନି ମୋ ବସ୍‌‌ ଷ୍ଟପ୍‌‌ରେ ବସ୍‌‌କୁ ଅପେକ୍ଷା କରିଥିଲେ । ଅନ୍ଧାର ହୋଇସାରିଥିଲେ ବି ବସ୍‌‌ ଷ୍ଟପ୍‌‌ର ଲାଇଟ୍…

ବିଜେଡିର ୯୫% ପ୍ରତିଶତ ପ୍ରାର୍ଥୀ କୋଟିପତି, ପ୍ରାର୍ଥଙ୍କ ଅପରାଧ ରେକର୍ଡ କଣ ରହିଛି ଆସନ୍ତୁ ଜାଣିବା

ଭୁବନେଶ୍ୱର -: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି । ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭)…

ଖରାଦିନେ ଆପଣଙ୍କ ତ୍ୱଚାର ସୁରକ୍ଷା ପାଇଁ କେମିତି କରିବେ ଘରୋଇ ଉପଚାର ଆସନ୍ତୁ ଜାଣିବା …

କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କଞ୍ଚା ପିଆଜ ବ୍ୟବହାର କରାଯାଏ ନାହିଁ, ବରଂ ଏଥିରୁ ଅନେକ ଅଜବ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଞ୍ଚା ପିଆଜକୁ ତ୍ୱଚାରେ ଘଷିଲେ ଏହାର ଅଦ୍ଭୁତ ପ୍ରଭାବ…

କଟକ ସୃଷ୍ଟି ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ନାକ ପଟେ ହେଉଛି ଖପୁରୀ ଅପରେସନ

କଟକ -: କଟକ କାଠଗୋଲା ସାହି ରିଙ୍ଗ ରୋଡରେ ଥିବା ସୃଷ୍ଟି ହସ୍ପିଟାଲରେ ଚାରିଟି ଅତି ବିରଳ ଅସ୍ତ୍ରୋପଚାର ସଫଳତାର ସହ ହୋଇଛି । ମସ୍ତିଷ୍କରେ ହେଉଥିବା ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପିଟ୍ୟୁଟାରୀ ସର୍ଜରୀ ଦ୍ବାରା ସଫଳତାର ସହ ବାହାର କରିଦିଆଯାଇ ପାରିଛି…

ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ : ରେଡ୍ ହ୍ୟାଣ୍ଡରେ ଧରିଲା, ୫ଗିରଫ ୪.୫୬ ଲକ୍ଷ ଟଙ୍କା ଓ ୨୦୩ ଗ୍ରାମ ସୁନା ସହ କାର ଜବତ

ବ୍ରହ୍ମପୁର -: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ପାଞ୍ଚ ଜଣ ହେଲେ ଗୋଳନ୍ଥରାର ଦିପୁ ନାହାକ, କିଟୁ ରାଉତ ,…

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ 

ପୁରୀ/ଭୁବନେଶ୍ୱର -: ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି । ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ…

ପିକଅପ ଭ୍ୟାନ୍ ଓଲଟି ୨ ମୃତ ୯ ଗୁରୁତର

କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା କଲମପୁର ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହାରାଇ ଓଲଟିଲା ପଡିଲା ପିକ୍‌ଅପ୍ ଭ୍ୟାନ ଦୁଇ ମୃତ ନଅ ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ…

ସୁନାଗହଣା ଧରି ପ୍ରେମିକ ସହ ଚମ୍ପଟ ମାରିଲେ ନବବିବାହିତା

ଭୁବନେଶ୍ୱର -: ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଚାଟିଂ କଲେ ସ୍ତ୍ରୀ । ପରେ ପରିବାର ଲୋକଙ୍କୁ ଲୁଟିଲେ । ସୁନାଗହଣା ଧରି ବୟଫ୍ରେଣ୍ଡ ସହ ଚମ୍ପଟ ମାରିଲେ ନବବିବାହିତା । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓